ETV Bharat / state

ବିଞ୍ଝାରପୁରରେ ଜଳନିଷ୍କାସନ ସମସ୍ୟା ନେଇ ଜିଲ୍ଲା ପ୍ରଶାସନିକ ସ୍ତରରେ ଆଲୋଚନା - ବିଞ୍ଝାରପୁରରେ ଜଳନିସ୍କାସନ ସମସ୍ୟା ନେଇ ଜିଲ୍ଲା ପ୍ରଶାସନିକ ସ୍ତରରେ ଆଲୋଚନା

ବିଞ୍ଝାରପୁର ଅଞ୍ଚଳରେ ଜଳନିଷ୍କାସନ ସମସ୍ୟା ନେଇ ବିଧାୟିକା ତଥା ଶାସକ ଦଳର ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ଜିଲ୍ଲା ପ୍ରଶାସନିକ ଅଧିକାରୀଙ୍କ ସହିତ ଆଲୋଚନା କରିଛନ୍ତି । ଅଧିକ ପଢନ୍ତୁ...

ବିଞ୍ଝାରପୁରରେ ଜଳନିସ୍କାସନ ସମସ୍ୟା ନେଇ ଜିଲ୍ଲା ପ୍ରଶାସନିକ ସ୍ତରରେ ଆଲୋଚନା

author img

By

Published : Aug 22, 2020, 7:01 PM IST

ଯାଜପୁର: ଜିଲ୍ଲାରେ ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁଁ ଅନେକ ସ୍ଥାନରେ ବର୍ଷା ଜଳ ନିଷ୍କାସନ ଜନିତ ସମସ୍ୟା ସୃଷ୍ଟି ହୋଇଛି । ଏହା ସାଙ୍ଗକୁ ବିଭିନ୍ନ ନଦୀର ଜଳସ୍ତର ମଧ୍ୟ ବୃଦ୍ଧି ପାଇଛି। ଫଳରେ ଲୋକଙ୍କ ସମସ୍ୟା ବଢିଯାଇଛି। ଜିଲ୍ଲାର ବିଞ୍ଝାରପୁର ଅଞ୍ଚଳରେ ଏପରି ଜଳ ନିଷ୍କାସନ ସମସ୍ୟା ଦେଖାଦେଇଥିବାରୁ ବିଞ୍ଝାରପୁର ବିଧାୟିକା ତଥା ଶାସକ ଦଳର ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ଜିଲ୍ଲା ପ୍ରଶାସନିକ ଅଧିକାରୀଙ୍କ ସହିତ ଆଲୋଚନା କରିଛନ୍ତି ।

ବିଞ୍ଝାରପୁରରେ ଜଳନିସ୍କାସନ ସମସ୍ୟା ନେଇ ଜିଲ୍ଲା ପ୍ରଶାସନିକ ସ୍ତରରେ ଆଲୋଚନା

ରାଜସ୍ୱ ଅତିରିକ୍ତ ଜିଲ୍ଲାପାଳଙ୍କ ସହିତ ବିଧାୟିକା ଗସ୍ତ କରି ବାସ୍ତବ ସ୍ଥିତିର ସମୀକ୍ଷା କରିଛନ୍ତି । କେତେକ ସ୍ଥାନରେ ଲୋକେ ମାଛ ଧରିବା ପାଇଁ ବନ୍ଧବାଡ ବସାଉଥିବା କାରଣରୁ ସୃଷ୍ଟି ହେଉଥିବା ସମସ୍ୟାକୁ ଅନୁଭବ କରି ତୁରନ୍ତ ଡ୍ରେନେଜ ବିଭାଗକୁ ସଫା କରିବାକୁ ନିର୍ଦ୍ଦେଶ ଦେଇଥିଲେ ।

ଯଦି କୌଣସି କ୍ଷୟକ୍ଷତି ହୋଇଥାଏ, ସେନେଇ ଆକଳନ କରି ସରକାରଙ୍କୁ ରିପୋର୍ଟ ଦିଆଯିବ ବୋଲି ଅତିରିକ୍ତ ଜିଲ୍ଲାପାଳ ସୂଚନା ଦେଇଥିଲେ।

ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.