ETV Bharat / state

ଆଲୋକର ପର୍ବରେ ଚଳଚଞ୍ଚଳ ବିରଜାକ୍ଷେତ୍ର - ଯାଜପୁରରେ ଦୀପାବଳି

ଆଲୋକର ପର୍ବ ଦୀପାବଳି, ଅନ୍ଧାର ଉପରେ ଆଲୋକର ପର୍ବ ଏହି ଦୀପାବଳି । ପ୍ରଭୁ ରାମଚନ୍ଦ୍ର ଅଯୋଧ୍ୟାରୁ ବନବାସ ସାରି ଆଜିର ଦିନରେ ଫେରିବା ଖୁସିରେ ଏହି ପର୍ବ ପାଳନ ହେବାର ବିଶ୍ବାସ ରହିଛି।

ଆଲୋକର ପର୍ବରେ ଚଳଚଞ୍ଚଳ ଯାଜପୁର ସହର
author img

By

Published : Oct 27, 2019, 8:35 PM IST

ଯାଜପୁର: ଆଲୋକର ପର୍ବ ଦୀପାବଳି, ଅନ୍ଧାର ଉପରେ ଆଲୋକର ପର୍ବ ଏହି ଦୀପାବଳି । ପ୍ରଭୁ ରାମଚନ୍ଦ୍ର ଅଯୋଧ୍ୟାରୁ ବନବାସ ସାରି ଆଜିର ଦିନରେ ଫେରିବା ଖୁସିରେ ଏହି ପର୍ବ ପାଳନ ହେବାର ବିଶ୍ବାସ ରହିଛି । ଏନେଇ ସନ୍ଧ୍ୟାରୁ ପ୍ରତ୍ୟେକଙ୍କ ଘର ଅଗଣାରେ ଜଳିଛି ଦୀପ। ସାଥୀରେ ରଙ୍ଗ ବେରଙ୍ଗର ବାଣ ଫୁଟାଇ ଏହି ପର୍ବକୁ ପାଳନ କରିଛନ୍ତି ସଭିଏଁ ।

ବାଣ କିଣିବା ପାଇଁ ସମସ୍ତଙ୍କ ମନରେ ପ୍ରବଳ ଉତ୍ସାହ । ଗତ ଦୁଇ ତିନି ଧରି ଲଗାଣ ବର୍ଷା ଫଳରେ ବାଣ ବେପାର ସମ୍ପୂର୍ଣ୍ଣ ମାନ୍ଦା ହୋଇ ପଡିଥିବା ବେଳେ ଶନିବାର ରାତିରୁ ପାଗ ଅନୁକୂଳ ହେବା ପରେ ବାଣ ଦୋକାନରେ ଗ୍ରାହକଙ୍କ ପ୍ରବଳ ଭିଡ ଦେଖିବାକୁ ମିଳିଛି । ଯାଜପୁର ବାଳାଶ୍ରମ ବ୍ୟାସନଗରର ଷ୍ଟାଡିୟମ ପଡିଆରେ ଖୋଲା ଯାଇଛି ବାଣ ବଜାର । ଯେଉଁଠିକୁ ପରିବାର ପାଇଁ ସମସ୍ତେ ଛୁଟି ଆସୁଛନ୍ତି ବାଣ କିଣିବା ପାଇଁ।

ଆଲୋକର ପର୍ବରେ ଚଳଚଞ୍ଚଳ ଯାଜପୁର ସହର

ତେବେ ଶବ୍ଦ ସୃଷ୍ଟିକାରୀ ବାଣ ବିକ୍ରି ଉପରେ କଟକଣା ଜାରି ହୋଇଥିବାରୁ କେବଳ ଝରଝରି, ଧପଧପି ବାଣ କିଣିବା ପାଇଁ ଗ୍ରାହକଙ୍କ ବିଶେଷ ଆଗ୍ରହ ଦେଖିବାକୁ ମିଳିଛି। ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ବୟସ୍କଙ୍କ ପାଇଁ ସ୍ବତନ୍ତ୍ର ବାଣ ରହିଥିବାରୁ ବାଣ ଦେକାନରେ ଭିଡ ଲକ୍ଷ୍ୟ କରାଯାଇଛି । ତେଣେ ରବିବାର ବାଣ ବ୍ୟବସାୟର ଶେଷ ଦିନ ହୋଇଥିବାରୁ ଭଲ ବ୍ୟବସାୟ ହେବାର ଆଶା କରିଛନ୍ତି ବ୍ୟବସାୟୀ ।

ଯାଜପୁରରୁ ଜ୍ଞାନରଞ୍ଜନ ଓଝା, ଇଟିଭି ଭାରତ

Intro:slug-DIWALI
format-avo
reporter-Gyanaranjan ojha
place-jajpur
date-27.10.19
Anchor--ଆଜି ଆଲୋକର ପର୍ବ ଦୀପାବଳି,ଅନ୍ଧାର ଉପରେ ଆଲୋକର ପର୍ବ ଏହି ଦିପାବଳୀ ।ପ୍ରଭୁ ରାମଚନ୍ଦ୍ର ଅଯୋଧ୍ୟାରୁ ବନବାସ ସାରି ଆଜିର ଦିନରେ ପେଂରିବା ଖୁସିରେ ଏହି ପର୍ବ ପାଳନ ହେବାର ବିଶ୍ୱାସ ରହିଛି । ଆଜି ସଂଧ୍ୟାରୁ ପ୍ରତ୍ୟେକଙ୍କ ଘର ଅଗଣାରେ ଜଳିବ ଦୀପ,ରଂଗ ବେରଂଗର ବାଣ ପୁଂଟାଇ ଏହି ପର୍ବକୁ ପାଳନ କରିବେ ସମସ୍ତେ । ବାଣ କିଣିବା ପାଇଁ ସମସ୍ତଙ୍କ ମନରେ ପ୍ରବଳ ଉତ୍ସାହ । ତେବେ ଗତ ଦୁଇ ତିନି ଧରି ଲଗାଣ ବର୍ଷା ପଂଳରେ ବାଣ ବେପାର ସଂପୁର୍ଣ୍ଣ ମାନ୍ଦା ଦେଖାଦେଇଛି । ଗତକାଲି ରାତିରୁ ପାଗ ଅନୁକୁଳ ହେବା ପରେ ବାଣ ଦୋକାନରେ ଗ୍ରାହକଙ୍କ ପ୍ରବଳ ଭିଡ ଦେଖିବାକୁ ମିଳିଛି । ଯାଜପୁର ବାଳାଶ୍ରମ ବ୍ୟାସନଗରର ଷ୍ଟାଡିୟମ ପଡିଆରେ ଖୋଲାଯାଇଛି ବାଣ ବଜାର । ପରିବାର ପାଇଁ ସମସ୍ତେ ଛୁଟି ଆସୁଛନ୍ତି ବାଣ କିଣିବା ପାଇଁ । ତେବେ ଶବ୍ଦ ସୃଷ୍ଟି କାରି ବାଣ ବିକ୍ରି ଉପରେ କଟକଣା ଜାରି ହୋଇଥିବାରୁ କେବଳ ଝରଝରି,ଧପଧପି ବାଣ କିଣିବା ପାଇଁ ଗ୍ରାହକଙ୍କ ବିଶେଷ ଆଗ୍ରହ ଦେଖିବାକୁ ମିଳିଛି । ଛୋଟ ପିଲା ଙ୍କ ଠାରୁ ଆରମ୍ଭ କରି ବୟସ୍କ ମାନଙ୍କ ପାଇଁ ସ୍ୱତନ୍ତ୍ର ବାଣ ରହିଥିବାରୁ ବାଣ ଦେକାନରେ ଭିଡ ଲକ୍ଷ୍ୟ କରାଯାଇଛି । ଆଜି ବାଣ ବ୍ୟବସାୟ ର ଶେଷ ଦିନ ହୋଇଥିବାରୁ ଭଲ ବ୍ୟବସାୟ ହେବାର ଆଶା କରିଛନ୍ତି ବ୍ୟବସାୟୀ ।।
Body:NewsConclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.