ETV Bharat / state

ଯାଜପୁରରେ ଜିଲ୍ଲାସ୍ତରୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦ୍‌ଘାଟିତ

author img

By

Published : Jan 10, 2022, 5:58 PM IST

Updated : Jan 10, 2022, 7:21 PM IST

ପଥରପଦା ପଞ୍ଚାୟତ ଯୋଗିବାଗ ଖେଳ ପଡ଼ିଆରେ ଆରମ୍ଭ ହୋଇଛି ମା' ହେଙ୍ଗୁଳା ଜିଲ୍ଲାସ୍ତରୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ । ଜିଲ୍ଲାର ବିଭିନ୍ନ ଅଞ୍ଚଳର ୧୬ଟିମ ଅଂଶଗ୍ରହଣ କରିବାର କାର୍ଯ୍ୟକ୍ରମ ଥିବାବେଳେ ତିନିଦିନ ଧରି ଏହି ଟୁର୍ନାମେଣ୍ଟ ଖେଳାଯିବ । ଅଧିକ ପଢନ୍ତୁ

District level football tournament inaugurated in jajpur
ଯାଜପୁରରେ ଜିଲ୍ଲାସ୍ତରୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦ୍‌ଘାଟିତ

ଯାଜପୁର: ସ୍ଥାନୀୟ ପଥରପଦା ପଞ୍ଚାୟତ ଯୋଗିବାଗ ଖେଳ ପଡ଼ିଆରେ ଆରମ୍ଭ ହୋଇଛି ମା' ହେଙ୍ଗୁଳା ଜିଲ୍ଲାସ୍ତରୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ । ସୋମବାର ମା' ହେଙ୍ଗୁଳା ଫୁଟବଲ୍‌ କ୍ଲବର ବରିଷ୍ଠ ସଦସ୍ୟ କରୁଣାକର ମଲ୍ଲିକଙ୍କ ଦ୍ବାରା ଆୟୋଜିତ ଉଦଘାଟନୀ ଉତ୍ସବରେ ପଥରପଦା ପଞ୍ଚାୟତର ସରପଞ୍ଚ ପ୍ରକାଶ ଚନ୍ଦ୍ର ମଲ୍ଲିକ ଓ ସମାଜସେବୀ ଶିବପ୍ରସାଦ ଗୁରୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ।

ଏହାମଧ୍ୟ ପଢନ୍ତୁ: ଆଶଙ୍କାରେ ବାରବାଟୀ ମ୍ୟାଚ୍‌, ବଦଳିପାରେ ଭାରତ-ୱେଷ୍ଟଇଣ୍ଡିଜ ସିରିଜର ଭେନ୍ୟୁ !

ଏହି ଜିଲ୍ଲାସ୍ତରୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟକୁ ଆଜି ଆରମ୍ଭ ହୋଇଥିବାବେଳେ, ତିନିଦିନ ଧରି ଚାଲିବ। ଏହି ଫୁଟବଲ ଟୁର୍ଣ୍ଣାମେଣ୍ଟରେ ଜିଲ୍ଲାର ବିଭିନ୍ନ ଅଞ୍ଚଳର ୧୬ଟିମ ଅଂଶଗ୍ରହଣ କରିବାର କାର୍ଯ୍ୟକ୍ରମ ଥିବା କ୍ଲବର ବରିଷ୍ଠ ସଦସ୍ୟ ସନାତନ ବେହେରା ସୂଚନା ଦେଇଛନ୍ତି। ତେବେ ଆଜି ଉଦଘାଟନୀ ଦିବସର ପ୍ରଥମ ମ୍ୟାଚ୍‌ ବିର୍ଷାମୁଣ୍ଡା ଯାଜପୁର ସହିତ ବରାଙ୍ଗ ଫୁଟବଲ କ୍ଳବ ରଗଡି ମଧ୍ୟରେ ଖେଳାଯାଇଛି ।

ଯାଜପୁରରୁ ଜ୍ଞାନରଞ୍ଜନ ଓଝା, ଇଟିଭି ଭାରତ

Last Updated : Jan 10, 2022, 7:21 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.