ETV Bharat / state

ବୁଲବୁଲ ବୁଡାଇଲା ଧାନ ଫସଲ, କ୍ଷତିପୂରଣ ଦାବି କଲେ ଚାଷୀ - cyclone affected in jajpur

ସାମୁଦ୍ରିକ ଝଡ ବୁଲବୁଲ ଓଡିଶାରୁ ମୁହଁ ଫେରାଇ ଦେଇଛି। ହେଲେ ଏହାର ଆଂଶିକ ପ୍ରଭାବ ଦେଖିବାକୁ ଯାଜପୁର ଜିଲ୍ଲାରେ ।

ବୁଲବୁଲ ବୁଡାଇଲା ଧାନ ଫସଲ,କ୍ଷତିପୂରଣ ଦାବି କଲେ ଚାଷୀ
author img

By

Published : Nov 10, 2019, 4:04 AM IST

ଯାଜପୁର: ସାମୁଦ୍ରିକ ଝଡ ବୁଲବୁଲ ଓଡିଶାରୁ ମୁହଁ ଫେରାଇଦେଇଛି । ହେଲେ ଏହାର ଆଂଶିକ ପ୍ରଭାବ ଦେଖିବାକୁ ମିଳିଛି। ଯାହାଫଳରେ ଯାଜପୁର ଜିଲ୍ଲାର ବିଂଝାରପୁର ଏବଂ ଦଶରଥପୁର ବ୍ଲକ ସମେତ ଅନ୍ୟ କେତେକ ଅଞ୍ଚଳରେ ବର୍ଷା ଲାଗି ରହିଛି। ବର୍ଷା ଯୋଗୁଁ ଖାଲୁଆ ଜମି ଗୁଡିକରେ ଧାନ ଫସଲ ଅଧାବୁଡା ହୋଇରହିଛି ଯାହାକି ଆଗାମୀ ଦିନରେ ନଷ୍ଟ ହୋଇଯିବ।

ବୁଲବୁଲ ବୁଡାଇଲା ଧାନ ଫସଲ, କ୍ଷତିପୂରଣ ଦାବି କଲେ ଚାଷୀ

ସୂଚନା ଅନୁସାରେ,ଧାନ କେଣ୍ଡା ଗୁଡିକ ପାଚି ଯାଇଥିବା ବେଳେ ଆଉ ପ୍ରାୟ 7-8 ଦିନ ମଧ୍ୟରେ ଏହା ବିଲରୁ ଅମଳ ହୋଇଥାନ୍ତା । ତେବେ ପ୍ରବଳ ବର୍ଷାରେ ଏହା ଏବେ ନଷ୍ଟ ହେବାକୁ ବସିଛି। କ୍ଷତିପୂରଣ ପାଇଁ ଜିଲ୍ଲା ପ୍ରଶାସନ ନିକଟରେ ଆପତ୍ତି ଜଣାଇଛନ୍ତି ସ୍ଥାନୀୟ ଅଞ୍ଚଳର ଚାଷୀ।

ଯାଜପୁରରୁ ଜ୍ଞାନରଞ୍ଜନ ଓଝା, ଇଟିଭି ଭାରତ

Intro:slug-affected_crop
format-avo
reporter-Gyanaranjan ojha
place-jajpur
date-09.11.19
anchor---ଯାଜପୁରରେ ସାମୁଦ୍ରିକ ବାତ୍ଯା ବୁଲବୁଲର ବିଶେଷ ପ୍ରଭାବ ଅନୁଭୂତ ହୋଇ ନଥିଲେ ବି ଜିଲ୍ଲାର ବିଂଝାରପୁର ଏବଂ ଦଶରଥପୁର ବ୍ଲକ ସମେତ ଅନ୍ୟ କେତେକ ଅଞ୍ଚଳରେ ବର୍ଷା ଜନିତ ଆଂଶିକ ପ୍ରଭାବ ଦେଖିବାକୁ ମିଳିଛି । ବର୍ଷା ଯୋଗୁଁ ଖାଲୁଆ ଜମି ଗୁଡିକରେ ଧାନ ଫସଲ ଅଧାବୁଡା ହୋଇରହିଛି । ଧାନ କେଣ୍ଡା ଗୁଡିକ ପାଚି ଯାଇଥିବା ବେଳେ ଆଉ ପ୍ରାୟ 7-8 ଦିନ ମଧ୍ୟରେ ଏହା ବିଲରୁ ଅମଳ ହୋଇଥାନ୍ତା । ତେବେ ପ୍ରବଳ ବର୍ଷାରେ ଏହା ଏବେ ନଷ୍ଟ ହେବାକୁ ବସିଛି। କ୍ଷତିପୂରଣ ପାଇଁ ଜିଲ୍ଲା ପ୍ରଶାସନ ନିକଟରେ ଆପତ୍ତି ଜଣାଇଛନ୍ତି ସ୍ଥାନୀୟ ଅଞ୍ଚଳର ଚାଷୀ।Body:NewsConclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.