ETV Bharat / state

କୋରୋନା ପ୍ରଭାବ: ଅରେଇ ଲେଙ୍କାସାହିର ପରମହଂସ ମନ୍ଦିର ଖାଁ ଖାଁ

ବିଂଝାରପୁର ଅରେଇ ଲେଙ୍କାସାହିରେ ଥିବା ପରମହଂସ ମନ୍ଦିର କୋରୋନା ଯୋଗୁଁ ବନ୍ଦ ରହିଛି । ଏହି ମନ୍ଦିରକୁ ପ୍ରତିଦିନ ଆଖପାଖ ଅଞ୍ଚଳର ଅନେକ ଶ୍ରଦ୍ଧାଳୁ ଆସୁଥିବା ବେଳେ କିନ୍ତୁ କୋରୋନା ଜନିତ କଟକଣା ହେତୁ ଏବେ ଖାଲି ରହିଛି । ଅଧିକ ପଢନ୍ତୁ...

ପରମହଂସ ମନ୍ଦିର ଖାଁ ଖାଁ
ପରମହଂସ ମନ୍ଦିର ଖାଁ ଖାଁ
author img

By

Published : Jul 27, 2020, 11:01 PM IST

ଯାଜପୁର: ବିଂଝାରପୁର ଅରେଇ ଲେଙ୍କାସାହିରେ ଥିବା ପରମହଂସ ମନ୍ଦିର କୋରୋନା ଯୋଗୁଁ ବନ୍ଦ ରହିଛି । ଏହି ମନ୍ଦିରକୁ ପ୍ରତିଦିନ ଆଖପାଖ ଅଞ୍ଚଳର ଅନେକ ଶ୍ରଦ୍ଧାଳୁ ଆସୁଥିବା ବେଳେ କିନ୍ତୁ କୋରୋନା ଜନିତ କଟକଣା ହେତୁ ଏବେ ଖାଲି ରହିଛି ।

କୋରୋନା ପ୍ରଭାବ: ଅରେଇ ଲେଙ୍କାସାହିର ପରମହଂସ ମନ୍ଦିର ଖାଁ ଖାଁ
ପରମହଂସ ମନ୍ଦିର ଖାଁ ଖାଁ
ପରମହଂସ ମନ୍ଦିର ଖାଁ ଖାଁ

କୌଣସି ଜିନିଷ ହଜିଗଲେ ଲୋକେ ଏହି ମନ୍ଦିରରେ ମାନସିକ କରି ନିଜ ଜିନିଷ ପାଇଥାନ୍ତି । କିନ୍ତୁ କୋରୋନା ପାଇଁ ଭକ୍ତମାନେ ନିଜର ପ୍ରିୟ ଭଗବାନଙ୍କୁ ଦର୍ଶନ କରିବାରୁ ବଂଚିତ ହେଉଛନ୍ତି । କେବେ କୋରୋନା ଜନିତ କଟକଣା ହଟିବ ଏବଂ କେବେ ଭକ୍ତ ନିଜର ଭଗବାନଙ୍କ ଦର୍ଶନ କରିବ ତାକୁ ହିଁ ଅପେକ୍ଷା ।

ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.