ETV Bharat / state

କୋରୋନା ସତର୍କତା: କଳିଙ୍ଗନଗର ଶିଳ୍ପାଞ୍ଚଳରେ ସଚେତନତା ରଥର ଶୁଭାରମ୍ଭ

author img

By

Published : Mar 26, 2020, 12:15 PM IST

Updated : Mar 26, 2020, 12:26 PM IST

କଳିଙ୍ଗନଗର ଶିଳ୍ପାଞ୍ଚଳରେ ଥିବା ସ୍ବେଚ୍ଛାସେବୀ ସଂଗଠନ ସୋସିଆଲ ସପୋର୍ଟ ୟୁଥ୍ କ୍ଲବ ପକ୍ଷରୁ ସ୍ଥାନୀୟ ଅଞ୍ଚଳରେ କୋରୋନା ସମ୍ବନ୍ଧୀୟ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। କ୍ଲବର ସଦସ୍ୟମାନେ ବିଭିନ୍ନ ସ୍ଥାନକୁ ଯାଇ ମହାମାରୀ କୋରୋନା ସମ୍ପର୍କରେ ସାଧାରଣ ଲୋକଙ୍କୁ ସଚେତନ କରାଇଛନ୍ତି ।

Corona
କୋରୋନା ସତର୍କତା: କଳିଙ୍ଗନଗର ଶିଳ୍ପାଞ୍ଚଳରେ ସଚେତନତା ରଥର ଶୁଭାରମ୍ଭ

ଯାଜପୁର: କଳିଙ୍ଗନଗର ଶିଳ୍ପାଞ୍ଚଳରେ ଥିବା ସ୍ବେଚ୍ଛାସେବୀ ସଂଗଠନ ସୋସିଆଲ ସପୋର୍ଟ ୟୁଥ୍ କ୍ଲବ ପକ୍ଷରୁ ସ୍ଥାନୀୟ ଅଞ୍ଚଳରେ କୋରୋନା ସମ୍ବନ୍ଧୀୟ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। କ୍ଲବର ସଦସ୍ୟମାନେ ବିଭିନ୍ନ ସ୍ଥାନକୁ ଯାଇ ମହାମାରୀ କୋରୋନା ସମ୍ପର୍କରେ ସାଧାରଣ ଲୋକଙ୍କୁ ସଚେତନ କରାଇଛନ୍ତି ।

କ୍ଲବ ପକ୍ଷରୁ ଏକ ସଚେତନତା ରଥର ଶୁଭାରମ୍ଭ କରାଯାଇଛି । ଦାନଗଦୀ ମେଡିକାଲର ଚିକିତ୍ସା ଅଧିକାରୀ ପତାକା ଦେଖାଇ ଏହି ରଥକୁ ଉଦଘାଟନ କରିଛନ୍ତି । ଏହି ରଥ ସ୍ଥାନୀୟ ଅଞ୍ଚଳର ପ୍ରତ୍ୟେକ ଗାଁକୁ ଯାଇ ଜନସାଧାରଣଙ୍କୁ ସଚେତନ କରାଇବ ବୋଲି କ୍ଲବର ସମ୍ପାଦକ କହିଥିଲେ ।

ଏହି ଅବସରରେ କ୍ଲବ ପକ୍ଷରୁ ଦାନଗଦୀ ମେଡିକାଲରେ ରୋଗୀ ଓ ତାଙ୍କ ସମ୍ପର୍କୀୟଙ୍କୁ ମାସ୍କ, ସାନିଟାଇଜର ଓ ସାବୁନ୍ ବଣ୍ଟନ କରାଯାଇଥିଲା ।

ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ

Last Updated : Mar 26, 2020, 12:26 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.