ETV Bharat / state

କୋରୋନା ସଚେତନତା ନେଇ ଯାଜପୁର ଜିଲ୍ଲା ପ୍ରଶାସନର ନିଆରା ପ୍ରୟାସ - corona awareness

କୋରୋନା ସଚେତନତା ନେଇ ଯାଜପୁର ଜିଲ୍ଲା ପ୍ରଶାସନର ନିଆରା ପ୍ରୟାସ। ଅଭିନୟ ମାଧ୍ୟମରେ ଲୋକଙ୍କୁ କରୁଛନ୍ତି ସଚେତନ । ଅଧିକ ପଢନ୍ତୁ....

corona awareness created by jajpur district administration
କୋରୋନା ସଚେତନତା ନେଇ ଯାଜପୁର ଜିଲ୍ଲା ପ୍ରଶାସନର ନିଆରା ପ୍ରୟାସ
author img

By

Published : May 5, 2020, 12:42 PM IST

ଯାଜପୁର: ଯାଜପୁର ଜିଲ୍ଲା ପ୍ରଶାସନ କୋରୋନା ସଚେତନତା ପାଇଁ ଆରମ୍ଭ କରିଛି ଏକ ଅଭିନବ ପ୍ରୟାସ । କୋରୋନା ସମ୍ପର୍କରେ ଭିଡ଼ିଓ ମାଧ୍ୟମରେ ଲୋକଙ୍କୁ ସଚେତନ କରିବାକୁ ଅଣ୍ଟା ଭିଡିଛି ପ୍ରଶାସନ ।ଜିଲ୍ଲାପାଳ ରଞ୍ଜନ ଦାସଙ୍କ ତତ୍ତ୍ବାବଧାନରେ ପ୍ରସ୍ତୁତ ହୋଇଥିବା ଭିଡ଼ିଓରେ ସଚେତନତା ମୂଳକ ବାର୍ତ୍ତା ଦିଆଯାଇଛି ।

କୋରୋନା ସଚେତନତା ନେଇ ଯାଜପୁର ଜିଲ୍ଲା ପ୍ରଶାସନର ନିଆରା ପ୍ରୟାସ

ଏଥିରେ ଯାଜପୁର ଜିଲ୍ଲାପାଳ, କଳିଙ୍ଗନଗର ଅତିରିକ୍ତ ଜିଲ୍ଲାପାଳଙ୍କ ସମେତ ବରିଷ୍ଠ ଅଧିକାରୀମାନେ ଅଭିନୟ କରିଛନ୍ତି। ଯାହା ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି ।

ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.