ETV Bharat / state

ଯାଜପୁର ଗସ୍ତରେ ମୁଖ୍ୟ ଶାସନ ସଚିବ - Suresh Mohapatra on a visit

ରବିବାର ସକାଳ ସମୟରେ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର । ପ୍ରଥମେ ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା' ବିରଜାଙ୍କୁ ଦର୍ଶନ କରିବା ପରେ ମନ୍ଦିରରେ ଜାରି ରହିଥିବା ଉନ୍ନୟନମୂଳକ କାର୍ଯ୍ୟର ତଦାରଖ କରିଛନ୍ତି ।

ଯାଜପୁର ଗସ୍ତରେ ସୁରେଶ ମହାପାତ୍ର
ଯାଜପୁର ଗସ୍ତରେ ସୁରେଶ ମହାପାତ୍ର
author img

By

Published : Mar 7, 2021, 3:01 PM IST

ଯାଜପୁର: ଆଜି(ରବିବାର) ଯାଜପୁର ଗସ୍ତରେ ରାଜ୍ୟ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର । ରବିବାର ସକାଳ ସମୟରେ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ପ୍ରଥମେ ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା' ବିରଜାଙ୍କୁ ଦର୍ଶନ କରିବା ପରେ ମନ୍ଦିରରେ ଜାରି ରହିଥିବା ଉନ୍ନୟନମୂଳକ କାର୍ଯ୍ୟର ତାଦାରଖ କରିଛନ୍ତି ।

ଯାଜପୁର ଗସ୍ତରେ ସୁରେଶ ମହାପାତ୍ର

ଆସନ୍ତା ୬/୭ ମାସ ମଧ୍ୟରେ ମନ୍ଦିର କାର୍ଯ୍ୟ ଶେଷ ହେବ । ଏଥିସହିତ ଜିଲ୍ଲାରେ ଚାଲିଥିବା ସମସ୍ତ ଉନ୍ନୟନମୂଳକ କାର୍ଯ୍ୟ ଯେପରିକି, ମେଡିକାଲ କଲେଜ, ପ୍ରଶାସନିକ ଭବନ, ବରାହ ପ୍ରକଳ୍ପ ଆଦିର ତଦାରଖ କରିଛନ୍ତି ସୁରେଶ ମହାପାତ୍ର।

ଏହାସହିତ ଆଗକୁ ଜିଲ୍ଲାରେ ହେବାକୁ ଥିବା ଅନ୍ୟାନ୍ୟ ମେଗା ପ୍ରକଳ୍ପ ସଂପର୍କରେ ପ୍ରଶାସନ ସହିତ ଆଲୋଚନା କରାଯିବାର କାର୍ଯ୍ୟକ୍ରମ ରହିଛି । ତେବେ ବିରଜା ମନ୍ଦିରରେ ମୁଖ୍ୟ ଶାସନ ସଚିବ କସୁମା ପ୍ରକଳ୍ପ ଓ ଯାଜପୁର ଜିଲ୍ଲା ସ୍କୁଲକୁ ଯାଇ ପିଲାଙ୍କ ପାଠପଢ଼ା ବୁଲି ଦେଛନ୍ତି ।

ଯାଜପୁରରୁ ଜ୍ଞାନରଞ୍ଜନ ଓଝା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.