ETV Bharat / state

ଧୁମଧାମରେ ସମ୍ପନ୍ନ ହେଲା ଯାଜପୁରର ରଥଟଣା

ଯାଜପୁରରେ ସମ୍ପନ୍ନ ହୋଇଛି ରଥଟଣା । ଏହି ରଥଟଣା ଜଗନ୍ନାଥ ମନ୍ଦିର ପକ୍ଷରୁ ପ୍ରତିବର୍ଷ କରାଯାଇଥାଏ । ଚଳିତଥର ମଧ୍ୟ ଏହି ରଥଟଣା ଜିଲ୍ଲାରେ ବଡ ଧୂମଧାମରେ ସମ୍ପନ୍ନ ହୋଇଛି।

author img

By

Published : Jul 6, 2019, 3:26 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା ଯାଜପୁର

ଯାଜପୁର: ରଥଯାତ୍ରାର ପରଦିନର ଯାଜପୁରରେ ରଥଟଣାର ପରମ୍ପରା ରହିଛି । ଯାଜପୁର ଜଗନ୍ନାଥ ମନ୍ଦିର ପକ୍ଷରୁ ପ୍ରତିବର୍ଷ ଏହି ରଥ ଟଣା କରାଯାଇଥାଏ । ଚଳିତଥର ମଧ୍ୟ ଏହି ରଥଟଣା ଜିଲ୍ଲାରେ ବଡ ଧୁମଧାମରେ ସମ୍ପନ୍ନ ହୋଇଛି ।

ତେବେ ତିନି ରଥରେ ଚତୁର୍ଦ୍ଧାମୂର୍ତ୍ତି ବିରାଜମାନ ହେବା ପରେ ମାଉସୀ ମା’ ମନ୍ଦିର ଅଭିମୁଖେ ଭକ୍ତ ରଥକୁ ଟାଣି ଟାଣି ନେଇଥିଲେ । ଶହ ଶହ ଭକ୍ତଙ୍କ ଘଣ୍ଟ ହୁଳୁହୁଳି ଧ୍ୱନିରେ ପ୍ରକମ୍ପିତ ହୋଇଥିଲା ସମଗ୍ର ଅଞ୍ଚଳ । ଚାରିଆଡେ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିଲା ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା ଯାଜପୁର

ଟ୍ରଷ୍ଟବୋର୍ଡ଼ର ଅଧ୍ୟକ୍ଷ ତଥା ଯାଜପୁର ତହସିଲଦାର ସୁନୀଲ କୁମାର ମେହେରଙ୍କ ସମେତ ଏସ୍ଡ଼ିପିଓ ରବିନ୍ଦ୍ର କୁମାର ଜେନା, ଥାନା ଅଧିକାରୀ ଆଶିଷ କୁମାର ସାହୁ ପ୍ରମୁଖ ଉପସ୍ଥିତ ରହିଥିଲେ । ସଦାବ୍ରତ ମଠ ମହନ୍ତ ପ୍ରଶାନ୍ତ କୁମାର ଦାଶଙ୍କ ଉପସ୍ଥିତିରେ ମନ୍ଦିର ପୂଜକ ରଥରୁ ଶ୍ରୀଜୀଉଙ୍କ ପହଣ୍ଡି ବିଜେ କରି ମାଉସୀ ମା’ ମନ୍ଦିରକୁ ଆଣିଥିଲେ ।

ଯାଜପୁରରେ ଜ୍ଞାନରଞ୍ଜନ ଓଝା, ଇଟିଭି ଭାରତ

Intro:slug-Ratha yatra
format-avo
reporter-Gyanaranjan ojha
place-jajpur
date-06.07.2019
anchor--- ଯାଜପୁରରେ ବାସୀ ରଥଯାତ୍ରାର ପରମ୍ପରା ରହିଛି । ଯାଜପୁର ଜଗନ୍ନାଥ ମନ୍ଦୀର ପକ୍ଷରୁ ପ୍ରତିବର୍ଷ ରଥଯାତ୍ରା ପରଦିନ ଟଣାହେବାର ପରମ୍ପରା ରହିଛି । ଏଥିପାଇଁ ବଡ ଧୁମଧାମରେ ରଥଟଣା ସଂପନ୍ନ ହୋଇଛି । ୩ ରଥରେ ଚତୁର୍ଦ୍ଧା ମୂର୍ତି ବିରାଜମାନ ହେବା ପରେ ମାଉସୀ ମା’ ମନ୍ଦିର ଅଭିମୁଖେ ଭକ୍ତମାନେ ରଥକୁ ଟାଣି ଟାଣି ନେଇଥିଲେ । ଶହ ଶହ ଭକ୍ତଙ୍କ ଘଂଟ ହୁଳୁହୁଳି ଧ୍ୱନୀରେ ପ୍ରକମ୍ପିତ ହୋଇଥିଲା ସମଗ୍ର ଅଂଚଳ । ଚାରିଆଡେ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିଲା । ଟ୍ରଷ୍ଟବୋର୍ଡ଼ର ଅଧ୍ୟକ୍ଷ ତଥା ଯାଜପୁର ତହସିଲଦାର ସୁନୀଲ କୁମାର ମେହେରଙ୍କ ସମେତ ୍ ଏସ୍ଡ଼ିପିଓ ରବିନ୍ଦ୍ର କୁମାର ଜେନା, ଥାନା ଅଧିକାରୀ ଆଶିଷ କୁମାର ସାହୁ ପ୍ରମୁଖ ଉପସ୍ଥିତ ରହିଥିଲେ । ସଦାବ୍ରତ ମଠ ମହନ୍ତ ପ୍ରଶାନ୍ତ କୁମାର ଦାଶଙ୍କ ଉପସ୍ଥିତିରେ ମନ୍ଦିର ପୂଜକମାନେ ରଥରୁ ଶ୍ରୀ ଜୀଉଙ୍କ ୁପହଣ୍ଡି ବିଜେ କରି ମାଉସୀ ମା’ ମନ୍ଦିରକୁ ଆଣିଥିଲେ ।

Body:NewsConclusion:null
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.