ETV Bharat / state

ପୌର ନିର୍ବାଚନ ପୂର୍ବରୁ ପ୍ରାର୍ଥୀଙ୍କୁ ଅପହରଣ !

author img

By

Published : Mar 13, 2022, 1:03 PM IST

ପୌରପାଳିକା ପ୍ରାର୍ଥୀଙ୍କୁ ଅପହରଣ ଅଭିଯୋଗ । ଯାଜପୁରରେ ପୌର ନିର୍ବାଚନକୁ କେନ୍ଦ୍ର କରି ପ୍ରାର୍ଥୀଙ୍କୁ ଅପହରଣ କରାଯାଇଥିବା ଅଭିଯୋଗ ରହିଛି । ଅଧିକ ପଢ଼ନ୍ତୁ

family member complained of abduction to municipal candidate in jajpur
ପୌର ନିର୍ବାଚନ ପୂର୍ବରୁ ପ୍ରାର୍ଥୀଙ୍କୁ ଅପହରଣ!

ଯାଜପୁର: ପୌରପାଳିକା ପ୍ରାର୍ଥୀଙ୍କୁ ଅପହରଣ ଅଭିଯୋଗ । ଯାଜପୁରରେ ପୌର ନିର୍ବାଚନକୁ କେନ୍ଦ୍ର କରି ପ୍ରାର୍ଥୀଙ୍କୁ ଅପହରଣ କରାଯାଇଥିବା ଅଭିଯୋଗ ରହିଛି । ପୌର ନିର୍ବାଚନ ପାଖେଇ ଆସୁଥିବାବେଳେ ହିଂସା ଦେଖିବାକୁ ମିଳିଛି । ଯାଜପୁର ପୌରପାଳିକାର 11 ନମ୍ବର ୱାର୍ଡ କଂଗ୍ରେସ କାଉନସିଲର ପ୍ରାର୍ଥୀ କବିରନ ବିବିଙ୍କୁ ଅପହରଣ କରାଯାଇଛି । ଏହି ଅଭିଯୋଗ ନେଇ ତାଙ୍କ ପୁଅ ଜଲାଲୋ ଖାନ ଯାଜପୁର ଥାନାରେ ଏତଲା ଦେଇଛନ୍ତି ।

ତାଙ୍କ ଅଭିଯୋଗ ମୁତାବକ ଗତ 9 ତାରିଖରେ କଂଗ୍ରେସ ନେତା ମାନେ ତାଙ୍କ ମାଙ୍କୁ ନେଇ ଯାଇଥିଲେ ହେଁ ଆଜି ପର୍ଯ୍ୟନ୍ତ ସେ ଘରକୁ ଫେରି ନାହାଁନ୍ତି । ତାଙ୍କର ଏଯାଏଁ କୌଣସି ପତ୍ତା ମଧ୍ୟ ମିଳିନାହିଁ । ଏହି ଘଟଣାରେ ପୋଲିସ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି ପୁଅ ।

ଯାଜପୁରରୁ ଜ୍ଞାନରଞ୍ଜନ ଓଝା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.