ETV Bharat / state

କୋରେଇ ଥାନା ଅଞ୍ଚଳରେ ବ୍ୟାସନଗର ତହସିଲ ପକ୍ଷରୁ ଚଢ଼ାଉ, ୭ ବାଲି ଗାଡି ଜବତ

author img

By

Published : Mar 23, 2021, 9:45 AM IST

କୋରେଇ ଥାନା ୨୦ନମ୍ବର ଜାତୀୟ ରାଜପଥ ନୂଆଗଡ଼ ବାଇପାସ ନିକଟରେ ବ୍ୟାସନଗର ତହସିଲ ପକ୍ଷରୁ ଚଢ଼ାଉ । ତହସିଲଦାର ଶରତ ଚନ୍ଦ୍ର ମହାପାତ୍ରଙ୍କ ନିର୍ଦ୍ଦେଶ କ୍ରମେ ଚଢ଼ାଉ କରାଯାଇ ୭ଟି ବାଲି ଗାଡି ଜବତ କରାଯାଇଛି । ଅଧିକ ପଢନ୍ତୁ...

କୋରେଇ ଥାନା ଅଞ୍ଚଳରେ ବ୍ୟାସନଗର ତହସିଲ ପକ୍ଷରୁ ଚଢ଼ାଉ, ୭ ବାଲି ଗାଡି ଜବତ
କୋରେଇ ଥାନା ଅଞ୍ଚଳରେ ବ୍ୟାସନଗର ତହସିଲ ପକ୍ଷରୁ ଚଢ଼ାଉ, ୭ ବାଲି ଗାଡି ଜବତ

ଯାଜପୁର: କୋରେଇ ଥାନା ୨୦ନମ୍ବର ଜାତୀୟ ରାଜପଥ ନୂଆଗଡ଼ ବାଇପାସ ନିକଟରେ ବ୍ୟାସନଗର ତହସିଲ ପକ୍ଷରୁ ଚଢ଼ାଉ । ତହସିଲଦାର ଶରତ ଚନ୍ଦ୍ର ମହାପାତ୍ରଙ୍କ ନିର୍ଦେଶ କ୍ରମେ ଅତିରିକ୍ତ ତହସିଲଦାର ବିକ୍ରମ କୁମାର ମଲ୍ଲିକଙ୍କ ନେତୃତ୍ବରେ ଏହି ଚଢ଼ାଉ କରାଯାଇ ୭ଟି ବାଲି ଗାଡି ଜବତ କରାଯାଇଛି । ଚଢ଼ାଉ ସମୟରେ ଗାଡିର କାଗଜପତ୍ର ତହସିଲ ପକ୍ଷରୁ ଯାଞ୍ଚ ପାଇଁ ମଗା ଯାଇଥିଲା ।

ମାତ୍ର ଗାଡି ଡ୍ରାଇଭର କୌଣସି କାଗଜପତ୍ର ଦେଖାଇ ନପାରିବାରୁ ଗାଡ଼ିଗୁଡିକୁ ଜବତ କରି ଯାଜପୁର ରୋଡ ଥାନାରେ ଜିମା ଦେଇଥିଲା ତହସିଲ ପ୍ରଶାସନ । ତେବେ ଏନେଇ ପାଖପାଖି ୩ ଲକ୍ଷ ଟଙ୍କା ଫାଇନ ଆଦାୟ କରାଯିବ ବୋଲି ତହସିଲ ପ୍ରଶାସନ ପକ୍ଷରୁ ସୂଚନା ମିଳିଛି।

ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.