ETV Bharat / state

କୁହୁଡି ଯୋଗୁଁ ଡିଭାଇଡରରେ ପିଟି ହେଲା ବସ, ଅଳ୍ପକେ ବର୍ତିଲେ ଯାତ୍ରୀ - ଯାଜପୁର କୁହୁଡି ଯୋଗୁଁ ବସ ଦୁର୍ଘଟଣାଗସ୍ତ

ଯାଜପୁରରେ ଘନ କୁହୁଡି ଯୋଗୁଁ ରୋଡ ଡିଭାଇଡରରେ ପିଟି ହେଲା ବସ, ଅଳ୍ପକେ ବର୍ତିଲେ 52 ଯାତ୍ରୀ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଅଧିକ ପଢନ୍ତୁ...

bus crush road divider in jajpur
କୁହୁଡି ଯୋଗୁଁ ରୋଡ ଡିଭାଇଡରରେ ପିଟି ହେଲା ବସ, ଅଳ୍ପକେ ବର୍ତିଲେ ଯାତ୍ରୀ
author img

By

Published : Mar 3, 2020, 8:29 PM IST

ଯାଜପୁର: କୁହୁଡି ଯୋଗୁଁ ବସ ଦୁର୍ଘଟଣାଗସ୍ତ । ଅଳ୍ପକେ ବର୍ତିଲେ ବସରେ ଥିବା ୫୨ ଜଣ ଯାତ୍ରୀ ଥିଲେ । ଏହି ଘଟଣାରେ ବସରେ ଥିବା ସମସ୍ତ ଯାତ୍ରୀ ସୁରକ୍ଷିତ ରହିଥିବା ଜଣାପଡିଛି।

କୁହୁଡି ଯୋଗୁଁ ରୋଡ ଡିଭାଇଡରରେ ପିଟି ହେଲା ବସ, ଅଳ୍ପକେ ବର୍ତିଲେ ଯାତ୍ରୀ

ଯାଜପୁର ଥାନା ଅନ୍ତର୍ଗତ କିଆନାଳୀ ଛକ ନିକଟରେ କଲିକତାରୁ ଓଳାଭର ଦେଇ ଆସୁଥିବା ଯାତ୍ରୀବାହୀ ମୟୂର ବସ ଘନ କୁହୁଡି ଯୋଗୁଁ ରାସ୍ତା ମଝିରେ ଥିବା ଡିଭାଇଡରରେ ପିଟି ହୋଇଥିଲା । ଫଳରେ ଏକ ବିଦ୍ୟୁତ୍ ଖୁଣ୍ଟକୁ ଧକ୍କା ଦେଇଥିଲା । ବସରେ ୫୨ ଜଣ ଯାତ୍ରୀ ଥିଲେ କିନ୍ତୁ ସୌଭାଗ୍ୟବଶତଃ ଘଟଣାରେ ସମସ୍ତ ଯାତ୍ରୀ ସୁରକ୍ଷିତ ରହିଛନ୍ତି। ଗାଡିଟି ଆଉ ଯାଇନପାରିବାରୁ ଅନ୍ୟ ଏକ ଗାଡି ସହାୟତାରେ ଯାତ୍ରୀ ମାନଙ୍କୁ ପଠାଯାଇଛି । ସ୍ଥାନୀୟ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ଯାଜପୁରରୁ ଜ୍ଞାନରଞ୍ଜନ ଓଝା,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.