ETV Bharat / state

ଟୀକାକରଣରେ ପକ୍ଷପାତିତା ଅଭିଯୋଗ କଲା ବିଜେପି - byanagar area of jajpur

ଯାଜପୁର ଜିଲ୍ଲାରେ 18 ରୁ 44 ବର୍ଷୀୟ ବ୍ୟକ୍ତିଙ୍କୁ ଟିକାଦାନ କ୍ଷେତ୍ରରେ ପକ୍ଷପାତିତା ହେଉଥିବା ଅଭିଯୋଗ କଲା ବ୍ୟାସନଗର ବିଜେପି । ଅଧିକ ପଢ଼ନ୍ତୁ...

Doctors & staff, birthday of a 93-year-old, 93 year old COVID patient, birthday celebration of covid patient,  KIMS COVID Hospital Balangir, କୋଭିଡ ରୋଗୀଙ୍କ ଜନ୍ମଦିନ ପାଳନ, କୋଭିଡ ରୋଗୀଙ୍କ ଜନ୍ମଦିନ ପାଳିଲେ ଡାକ୍ତର, ବଲାଙ୍ଗୀର ଜିଲ୍ଲା KIMS ହସ୍ପିଟାଲ
ଟୀକାକରଣରେ ପକ୍ଷପାତିତା ଅଭିଯୋଗ କଲା ବିଜେପି
author img

By

Published : Jun 11, 2021, 10:29 PM IST

ଯାଜପୁର: 18 ରୁ 44 ବର୍ଷୀୟ ବ୍ୟକ୍ତିଙ୍କୁ ଟିକାଦାନ କ୍ଷେତ୍ରରେ ପକ୍ଷପାତିତା। ଏଭଳି ଅଭିଯୋଗ କରିଛି ବ୍ୟାସନଗର ବିଜେପି। ଜିଲ୍ଲାର କେବଳ ଯାଜପୁର ଟାଉନ ହେଡକ୍ବାର୍ଟରକୁ ଛାଡିଦେଲେ ଅନ୍ୟାନ୍ୟ ସ୍ଥାନରେ ଟିକାଦାନ କରାଯାଉନଥିବା ପ୍ରତିବାଦରେ ଶୁକ୍ରବାର ଏକ ବିଜେପି ଟିମ କଳିଙ୍ଗନଗର ଅତିରିକ୍ତ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି।

ଟୀକାକରଣରେ ପକ୍ଷପାତିତା ଅଭିଯୋଗ କଲା ବିଜେପି

ଦୀର୍ଘଦିନ ହେଲା କେବଳ ଯାଜପୁର ଟାଉନରେ 18 ରୁ 44 ବର୍ଷ ବ୍ୟକ୍ତିଙ୍କୁ ଟିକାଦାନ କରାଯାଉଛି। ଜିଲ୍ଲାର ଅନ୍ୟସ୍ଥାନରେ ଏହି ଟିକାଦାନ ଆଜିପର୍ଯ୍ୟନ୍ତ କରାଯାଉନଥିବାରୁ ଜିଲ୍ଲାବ୍ୟାପି ତୀବ୍ର ସମାଲୋଚନା ଆରମ୍ଭ ହୋଇଛି। ରାଜନୈତିକ ପ୍ରଭାବରୁ କେବଳ ହେଡକ୍ବାର୍ଟରରେ ଟିକାଦାନ କରାଯାଉଥିବା ଅଭିଯୋଗ ମଧ୍ୟ ହୋଇଛି। ଆଗାମୀ ଏକ ସପ୍ତାହ ମଧ୍ୟରେ ଏହି ଟିକାଦାନ ଜିଲ୍ଲାର ଅନ୍ୟ ସ୍ଥାନରେ କରାନଗଲେ ଆନ୍ଦୋଳନର ଚେତାବନୀ ଦେଇଛନ୍ତି ବିଜେପି ନେତା ।

ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.