ETV Bharat / state

ଦଳକୁ ମଜବୁତ କରିବାକୁ ଯୁବ ଓ ଛାତ୍ର ବିଜେଡିକୁ ଗୁରୁମନ୍ତ୍ର ଦେଲେ ବିଧାୟକ - ବିଜେଡି

କୋରେଇ ନିର୍ବାଚନ ମଣ୍ଡଳୀ ଧନେଶ୍ୱର ପଞ୍ଚାୟତରେ ବିଜୁ ଜନତା ଦଳ ପକ୍ଷରୁ ଯୁବ ଓ ଛାତ୍ର ସମାବେଶ ଅନୁଷ୍ଠିତ । ରାଜ୍ୟ ସରକାରଙ୍କ ଲୋକାଭିମୁଖୀ କାର୍ଯ୍ୟ ଉପରେ ଆଲୋଚନା କରି କର୍ମୀଙ୍କୁ ଦେଲେ ଗୁରୁମନ୍ତ୍ର । ଅଧିକ ପଢନ୍ତୁ...

ବିଜେଡି ଯୁବ ଓ ଛାତ୍ର ସମାବେଶ ; ଦଳକୁ ଅଧିକ ମଜବୁତ କରିବାକୁ ଗୁରୁ ମନ୍ତ୍ର ଦେଲେ କୋରେଇ ବିଧାୟକ

author img

By

Published : Nov 5, 2021, 7:47 PM IST

ଯାଜପୁର: କୋରେଇ ନିର୍ବାଚନ ମଣ୍ଡଳୀ ଧନେଶ୍ୱର ପଞ୍ଚାୟତରେ ବିଜୁ ଜନତା ଦଳ ପକ୍ଷରୁ ଯୁବ ଓ ଛାତ୍ର ସମାବେଶ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ଯୁବ ବିଜେଡି ସଭାପତି ପ୍ରତାପ ମହାନ୍ତିଙ୍କ ଦ୍ୱାରା ଆୟୋଜିତ ସମ୍ମିଳନୀରେ କୋରେଇ ବିଧାୟକ ଅଶୋକ କୁମାର ବଳ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ରାଜ୍ୟ ସରକାରଙ୍କ ଲୋକାଭିମୁଖୀ କାର୍ଯ୍ୟ ଉପରେ ଆଲୋଚନା କରିଥିଲେ।

ବିଜେଡି ଯୁବ ଓ ଛାତ୍ର ସମାବେଶ ; ଦଳକୁ ଅଧିକ ମଜବୁତ କରିବାକୁ ଗୁରୁ ମନ୍ତ୍ର ଦେଲେ କୋରେଇ ବିଧାୟକ

ସାରା ଦେଶରେ ମୁଖ୍ୟମନ୍ତ୍ରୀ ଓଡିଶାକୁ ଏକ ସ୍ୱତନ୍ତ୍ର ସ୍ଥାନ ଦେବା ସହିତ କ୍ରୀଡା ଜଗତକୁ ବିଶ୍ୱ ସ୍ତରରେ ପହଞ୍ଚାଇଛନ୍ତି ବୋଲି କହିଥିଲେ । ସେହିପରି ଆଗାମୀ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ କୋରେଇ ବ୍ଲକର ଅଧ୍ୟକ୍ଷ ଗଠନ କରିବା ସହିତ ସମସ୍ତ ପଞ୍ଚାୟତ ଦଖଲ କରିବେ । ସେ ନେଇ ରଣନୀତି ପ୍ରସ୍ତୁତ କରିଥିଲେ। ଆଜିର ଏହି ସମ୍ମିଳନୀରେ କୋରେଇ ନିର୍ବାଚନ ମଣ୍ଡଳୀର ସମସ୍ତ ନେତା ଓ କର୍ମୀ ସାମିଲ ହୋଇ ବିଜେଡିକୁ କିପରି ଅଧିକ ମଜବୁତ କରାଯାଇ ପାରିବ ସେ ନେଇ ମତ ଦେଇଥିଲେ।

ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.