ETV Bharat / state

ଲାଞ୍ଚ ନେଇ ଧରା ପଡ଼ିଲେ ବିଞ୍ଝାରପୁର SI

ଲାଞ୍ଚ ନେଇ ଧରାପଡ଼ିଲେ ଯାଜପୁର ବିଞ୍ଝାରପୁର ଥାନା ସବ୍‌ ଇନ୍‌ସପେକ୍ଟର । ଥାନା ଏସ୍‌ ଆଇ ଫକୀର ମୋହନ ସିଂ ୬ ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ଭିିଜିଲାନ୍ସ ଜାଲରେ ପଡ଼ିଛନ୍ତି । ଅଧିକ ପଢନ୍ତୁ

author img

By

Published : Dec 6, 2021, 8:51 PM IST

ଲାଞ୍ଚ ନେଇ ଧରା ପଡ଼ିଲେ ବିଞ୍ଝାରପୁର SI
ଲାଞ୍ଚ ନେଇ ଧରା ପଡ଼ିଲେ ବିଞ୍ଝାରପୁର SI

ଯାଜପୁର: ଲାଞ୍ଚ ନେଇ ଧରାପଡ଼ିଲେ ଯାଜପୁର ବିଞ୍ଝାରପୁର ଥାନା ସବ୍‌ ଇନ୍‌ସପେକ୍ଟର । ଥାନା ଏସ୍‌ ଆଇ ଫକୀର ମୋହନ ସିଂ ୬ ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ଭିିଜିଲାନ୍ସ ଜାଲରେ ପଡ଼ିଛନ୍ତି । ମାଂସଡ଼ା ଗାଁର ବସନ୍ତ କୁମାର ଜେନାଙ୍କୁ ଏକ ମାମଲାରେ ସହାୟତା କରିବା ପାଇଁ ଟଙ୍କା ଲାଞ୍ଚ ନେଉଥିଲେ ପୋଲିସ ବାବୁ ।

ଲାଞ୍ଚ ନେଇ ଧରା ପଡ଼ିଲେ ବିଞ୍ଝାରପୁର SI

ଏହି ସମୟରେ ଯାଜପୁର ଭିଜିଲାନ୍ସ DSP ସୁଶୀଲ ଏକ୍କାଙ୍କ ନେତୃତ୍ୱରେ ଏକ ଟିମ୍‌ ଏହି ଥାନା ଉପରେ ଅଚାନକ ଚଢ଼ାଉ କରିଥିଲେ । ଭିଜିଲାନ୍ସ ପୋଲିସ ଏସଆଇଙ୍କୁ ଗିରଫ କରିବା ସହିତ ଘଟଣାର ତଦନ୍ତ ଜାରି ରଖିଛି । ପୂର୍ବରୁ ଏହି ଏଭଳି ମାମଲାରେ ପୋଲିସ ବାବୁ ଜଡ଼ିତ ଥିଲେ କି ନାହିଁ ତାହାର ତଦନ୍ତ ଜାରି ରହିଛି ।

ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.