ETV Bharat / state

ଚାର୍ଜ ବେଳେ ଫାଟିଲା ବ୍ୟାଟେରୀ, ଜଳିଗଲା 3 ବାଇକ

author img

By

Published : May 29, 2022, 10:53 AM IST

ଯାଜପୁର ଲଳିତେଶ୍ବରନଗରର ଏକ ବ୍ୟାଟେରୀ ଚାଳିତ ବାଇକ ଶୋ ରୁମରେ ଅଘଟଣ । ଚାର୍ଜ ବେଳେ ଫାଟିଲା ବାଇକ ବ୍ୟାଟେରୀ । 3ଟି ବାଇକ ପୋଡି ପାଉଁଶ ହୋଇଯାଇଥିବା ବେଳେ ଜଣେ ଆହତ । ଅଧିକ ପଢନ୍ତୁ

ଚାର୍ଜ ବେଳେ ଫାଟିଲା ବାଇକ ବ୍ୟାଟେରୀ
ଚାର୍ଜ ବେଳେ ଫାଟିଲା ବାଇକ ବ୍ୟାଟେରୀ

ଯାଜପୁର: ଚାର୍ଜ ବେଳେ ଫାଟିଲା ବାଇକ ବ୍ୟାଟେରୀ । 3ଟି ବାଇକ ପୋଡି ପାଉଁଶ ହୋଇଯାଇଥିବା ବେଳେ ଜଣେ ଆହତ । ଯାଜପୁର ଲଳିତେଶ୍ବରନଗରର ଏକ ବ୍ୟାଟେରୀ ଚାଳିତ ବାଇକ ଶୋ ରୁମରେ ଘଟିଛି ଏପରି ଅଘଟଣ। ଗାଡି ବ୍ୟାଟେରୀ ଚାର୍ଜ ହେଉଥିବା ସମୟରେ ହଠାତ ଏକ ବ୍ୟାଟେରୀ ବିସ୍ପୋରଣ ହୋଇଥିଲା । ଫଳରେ ନିଆଁ ପୁରା ଶୋ ରୁ କୁ ବ୍ୟାପିଥିଲା ।

ଚାର୍ଜ ବେଳେ ଫାଟିଲା ବାଇକ ବ୍ୟାଟେରୀ

ଏନେଇ ଖବର ପାଇ ଘଟଣା ସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିବା ଜଣାପଡିଛି । ନିଆଁ ଲିଭାଇବାକୁ ଯାଇ ଜଣେ କର୍ମଚାରୀ ମଧ୍ୟ ଆହତ ହୋଇଛନ୍ତି । ଆହତ କର୍ମଚାରୀ ହେଉଛନ୍ତି ତପୁନା ସାହୁ । ତାଙ୍କୁ ଚିକିତ୍ସା ପାଇଁ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

ଇଟିଭି ଭାରତ, ଯାଜପୁର

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.