ETV Bharat / state

ମେଡିକାଲକୁ ଭାରପ୍ରାପ୍ତ ଜିଲ୍ଲାପାଳଙ୍କ ଅଚାନକ ପରିଦର୍ଶନ - JAJPUR DISTRICT MEDICAL

ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଅଚାନକ ପରିଦର୍ଶନ କରିଛନ୍ତି ଭାରପ୍ରାପ୍ତ ଜିଲ୍ଲାପାଳ ଇନ୍ଦ୍ରମଣି ନାୟକ। ଅଧିକ ପଢନ୍ତୁ...

aa
ମେଡିକାଲକୁ ଅଚାନକ ପରିଦର୍ଶନ କଲେ ଭାରପ୍ରାପ୍ତ ଜିଲ୍ଲାପାଳ
author img

By

Published : Feb 21, 2020, 3:10 PM IST

ଯାଜପୁର: ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଅଚାନକ ପରିଦର୍ଶନ କରିଛନ୍ତି ଭାରପ୍ରାପ୍ତ ଜିଲ୍ଲାପାଳ ଇନ୍ଦ୍ରମଣି ନାୟକ । ଡାକ୍ତରମାନେ ସରକାରୀ ଔଷଧ ଲେଖୁଛନ୍ତି କି ନାହିଁ, ଡାକ୍ତରଖାନା ପରିସର ସପାଂ ଅଛି କି ନାହିଁ ଏହାର ତଦାରଖ କରିଥିଲେ ଜିଲ୍ଲାପାଳ ।

ମେଡିକାଲକୁ ଅଚାନକ ପରିଦର୍ଶନ କଲେ ଭାରପ୍ରାପ୍ତ ଜିଲ୍ଲାପାଳ

ଜିଲ୍ଲାପାଳଙ୍କ ଅଚାନକ ପରିଦର୍ଶନରେ ଡାକ୍ତରଖାନାରେ ଅନେକ କର୍ମଚାରୀ ଅନୁପସ୍ଥିତ ରହିଥିଲେ। ଯେଉଁମାନେ କର୍ତ୍ତବ୍ୟରେ ଅବହେଳା କରିଛନ୍ତି ଏବଂ ଅନୁପସ୍ଥିତ ଥିବା କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଭାରପ୍ରାପ୍ତ ଜିଲ୍ଲାପାଳ ସୂଚନା ଦେଇଛନ୍ତି ।

ଯାଜପୁର ବ୍ଲକ ବିଡିଓ ସୌରଭ ଚକ୍ରବର୍ତ୍ତି, ଲୋକ ସଂପର୍କ ଅଧିକାରୀ ସନ୍ତୋଷ କୁମାର ସେଠୀ ପ୍ରମୁଖ ଏହି ପରିଦର୍ଶନରେ ଉପସ୍ଥିତ ରହି ରୋଗୀମାନଙ୍କ ସମସ୍ୟା ସମ୍ପର୍କରେ ପଚାରି ବୁଝିଥିଲେ ।

ଯାଜପୁରରୁ ଜ୍ଞାନରଞ୍ଜନ ଓଝା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.