ETV Bharat / state

ଟ୍ରକ ସହ ଆମ୍ବୁଲାନ୍ସ ଧକ୍କା, ମହିଳାଙ୍କ ମୃତ୍ୟୁ - ମହିଳାଙ୍କ ମୃତ୍ୟୁ

ଭାରସାମ୍ୟ ହରାଇ ଟ୍ରକ ପଛରେ ପିଟି ହେଲା ୧୦୮ ଆମ୍ବୁଲାନ୍ସ । ଘଟଣା ସ୍ଥଳରେ ଜଣେ ମହିଳାଙ୍କ ମୃତ୍ୟୁ । ଯାଜପୁର ଜିଲ୍ଲା ଯାଜପୁର ରୋଡ଼ ଥାନା ଦଳା ଛକ ନିକଟର ଘଟଣା ।

Accident in jajpur,
ଯାଜପୁର ସଡକ ଦୁର୍ଘଟଣା
author img

By

Published : Dec 5, 2019, 3:21 AM IST

ଯାଜପୁର: ଭାରସାମ୍ୟ ହରାଇ ଟ୍ରକ ପଛରେ ପିଟି ହେଲା ୧୦୮ ଆମ୍ବୁଲାନ୍ସ । ଘଟଣା ସ୍ଥଳରେ ଜଣେ ମହିଳାଙ୍କ ମୃତ୍ୟୁ । ଅନ୍ୟପଟେ ଗାଡିରେ ଥିବା ଏକ ୮ ମାସର ଶିଶୁ ଗୁରୁତର ଭାବେ ଆହତ ହୋଇଛି । ଏଥିସହିତ ଗାଡି ଡ୍ରାଇଭର ମଧ୍ୟ ଗୁରୁତର ଭାବେ ଆହାତ ହୋଇଛନ୍ତି । ଜିଲ୍ଲା ଯାଜପୁର ରୋଡ଼ ଥାନା ଦଳା ଛକ ନିକଟର ଘଟଣା ।

ଟ୍ରକ ସହ ଆମ୍ବୁଲାନ୍ସ ଧକ୍କା

ତେବେ ଗୁରୁତରଙ୍କୁ ପ୍ରଥମେ ଯାଜପୁର ରୋଡ଼ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ମାତ୍ର ଚାଳକଙ୍କ ଅବସ୍ଥା ଅତି ଗୁରୁତର ହେବାରୁ ତାଙ୍କୁ କଟକ ବଡ଼ ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଛି । ବର୍ତ୍ତମାନ ପର୍ଯ୍ୟନ୍ତ ମୃତ ମହିଳା ଓ ଆହତ ଶିଶୁଟିର ପରିଚୟ ମିଳିପାରି ନାହିଁ । ସୂଚନା ମୁତାବକ ଆମ୍ବୁଲାନ୍ସଟି ପାଣି କୋଇଲିଠୁ ଯାଜପୁର ରୋଡ଼ ଅଭିମୁଖେ ଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଛି । ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିବା ସହିତ ଘଟଣାର ତଦନ୍ତ ଆରମ୍ଭ କରିଛି ।

ଯାଜପୁରରୁ ଜ୍ଞାନରଞ୍ଜନ ଓଝା, ଇଟିଭି ଭାରତ

Intro:Body:

BLANK 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.