ଯାଜପୁର : ହତ୍ୟା ଉଦ୍ୟମରେ 5 ବର୍ଷ କାରାଦଣ୍ଡ, 5 ହଜାର ଟଙ୍କା ତଣ୍ଡର ରାୟ ଶୁଣାଇଛନ୍ତି ଯାଜପୁର କୋର୍ଟ । 2010 ମସିହାର ଏକ ହତ୍ୟା ଉଦ୍ୟମ ମାମଲାର ଶୁଣାଣି କରି ଯାଜପୁର ଜିଲ୍ଲା ଦୌରାଜଜ୍ ଏପରି ରାୟ ଶୁଣାଇଛନ୍ତି ।
୨୦୧୦ ମସିହାରେ କୁଆଖିଆ ଥାନା କଲଣ ଗ୍ରାମରେ ଗଛ କଟାକୁ କେନ୍ଦ୍ରକରି ଅଭିଯୁକ୍ତ ଗୌରାଙ୍ଗ ମଲିକ ସେହି ଗ୍ରାମର ରତ୍ନାକର ରାଉତଙ୍କୁ ମାରଣାସ୍ତ୍ରରେ ହତ୍ୟା ଉଦ୍ୟମ କରିଥିଲା । ଯାହାର ଶୁଣାଣି କରି କୋର୍ଟ ଏହି ରାୟ ଶୁଣାଇଛନ୍ତି ।
ଯାଜପୁରରୁ ଜ୍ଞାନରଞ୍ଜନ ଓଝା, ଇଟିଭି ଭାରତ