ETV Bharat / state

ମାନପୁରରୁ 14 ନାଗସାପ ଉଦ୍ଧାର - Jajpur

ଗୋଟିଏ ଘରୁ 14 ନାଗସାପ ଉଦ୍ଧାର । ମା ନାଗ ଏବଂ 13 ନାଗଛୁଆଙ୍କୁ ଉଦ୍ଧାର କରିଛି ବନ ବିଭାଗ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଯାଜପୁର
author img

By

Published : May 14, 2019, 3:25 PM IST

ଯାଜପୁର: ଦାନଗଦି ବ୍ଲକ ମାନପୁରରୁ 14 ନାଗସାପ ଉଦ୍ଧାର । ଉଦ୍ଧାର ସାପଗୁଡିକ ମଧ୍ୟରେ 13ଟି ଛୁଆ ନାଗ ଏବଂ ଗୋଟିଏ ମା ନାଗ ରହିଛି । ସ୍ନେକ୍ ହେଲ୍ପଲାଇନର ସହାୟତାରେ ଏହାକୁ ଉଦ୍ଧାର କରିଛି ଯାଜପୁର ରୋଡ ବନବିଭାଗ । ସାପଗୁଡିକରେ ସ୍ବାସ୍ଥ୍ୟବସ୍ଥା ଠିକ ଥିବା ଜଣାପଡିଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଯାଜପୁର

ସୂଚନା ମୁତାବକ, ମାନପୁର ଅଞ୍ଚଳରେ ଶିବପ୍ରସାଦ ଜେନାଙ୍କ ଘରେ ପ୍ରଥମେ ଗୋଟିଏ ସାପ ଦେଖିବାକୁ ମିଳିଥିଲା । ଏନେଇ ପରିବାର ଲୋକ ବନବିଭାଗକୁ ଜଣାଇଥିଲେ। ବନବିଭାଗ ଅଧିକାରୀ ଏ ସମ୍ପର୍କରେ ତୁରନ୍ତ ସ୍ନେକ ହେଲ୍ପଲାଇନକୁ ଖବର ଦେଇଥିଲେ । ମଣିଭଦ୍ର ମଲ୍ଲିକଙ୍କ ନେତୃତ୍ବରେ ହେଲ୍ପ ଲାଇନର ଦୁଇ ଜଣିଆ ସଦସ୍ୟ ଓ ବନବିଭାଗର କର୍ମଚାରୀ ଘଟଣା ସ୍ଥଳରେ ପହଞ୍ଚି 13ଟି ଛୁଆ ନାଗ ଏବଂ ମା ନାଗକୁ ଉଦ୍ଧାର କରିଛନ୍ତି ।

ଯାଜପୁରରୁ ଜ୍ଞାନରଞ୍ଜନ ଓଝା, ଇଟିଭି ଭାରତ

Intro:Body:

sdfd

Conclusion:

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.