ETV Bharat / state

ଯାଜପୁରରୁ 14ଟି ନାଗ ସାପ ଛୁଆ ଉଦ୍ଧାର - ଯାଜପୁର

ଯାଜପୁର ଜିଲ୍ଲା ସୁକିନ୍ଦା ବ୍ଲକ ସାରଙ୍ଗପୁର ଗ୍ରାମର ପଦ୍ମଲୋଚନ ମହାନ୍ତଙ୍କ ରୋଷେଇ ଘରୁ 14ଟି ନାଗ ସାପ ଛୁଆ ଉଦ୍ଧାର ହୋଇଛନ୍ତି ।

snake rescue
14ଟି ନାଗ ସାପ ଛୁଆ ଉଦ୍ଧାର
author img

By

Published : Jul 5, 2020, 3:12 PM IST

ଯାଜପୁର:14ଟି ନାଗ ସାପ ଛୁଆ ଉଦ୍ଧାର । ଯାଜପୁର ଜିଲ୍ଲା ସୁକିନ୍ଦା ବ୍ଲକ ସାରଙ୍ଗପୁର ଗ୍ରାମର ପଦ୍ମଲୋଚନ ମହାନ୍ତଙ୍କ ରୋଷେଇ ଘରୁ 14ଟି ନାଗ ସାପ ଛୁଆ ଉଦ୍ଧାର ହୋଇଛନ୍ତି ।

14ଟି ନାଗ ସାପ ଛୁଆ ଉଦ୍ଧାର

ସୂଚନା ଅନୁଯାୟୀ, ସାରଙ୍ଗପୁର ଗ୍ରାମର ପଦ୍ମଲୋଚନଙ୍କ ଘରେ ବାରମ୍ବାର ଛୋଟ ନାଗ ସାପ ଛୁଆ ବାହାରିବାରୁ ସେ ସୁକିନ୍ଦାର ସ୍ନେକ ହେଲ୍ପଲାଇନକୁ ଏନେଇ ଖବର ଦେଇଥିଲେ । ସ୍ନେକ ହେଲ୍ପଲାଇନ ସଦସ୍ୟ ସୌମ୍ୟଜିତ ବେହୁରା ପଦ୍ମଲୋଚନଙ୍କ ଘରେ ପହଞ୍ଚି ବହୁ ଖୋଜାଖୋଜି ପରେ ରୋଷେଇ ଘରର ଗ୍ୟାସ ଟାଙ୍କି କଡରେ ଥିବା ଏକ ଗର୍ତ୍ତରୁ 14ଟି ନାଗ ସାପ ଛୁଆଙ୍କୁ ଉଦ୍ଧାର କରିଥିଲେ।

ଏହାପରେ ସୁରକ୍ଷିତ ଅବସ୍ଥାରେ ନାଗ ଛୁଆଙ୍କୁ ଏକ ପ୍ଲାଷ୍ଟିକ ଜାର ରେ ରଖି ନିକଟସ୍ଥ ଜଙ୍ଗଲରେ ଛାଡ଼ିଦେଇଥିବା ସୂଚନା ମିଳିଛି।

ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.