ଜଗତସିଂହପୁର: ଦୀର୍ଘ 21 ବର୍ଷ ପରେ ପ୍ରଳୟଙ୍କାରୀ ମହାବାତ୍ୟା 1999ର ସ୍ମୃତି ପୁଣିଥରେ ଉଦଜୀବିତ ହେବ ବୋଲି ଆଶଙ୍କା କରାଯାଉଛି । ବଙ୍ଗୋପସାଗରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିଝଡ ‘ଅମ୍ଫାନ’ 2ୟ ମହାବାତ୍ୟାର ରୂପ ନେଇ ପାରେ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।
ତେବେ 1999 ମହାବତ୍ୟାରେ ସବୁଠୁ ଅଧିକ କ୍ଷତି ଗସ୍ତ ହୋଇଥିଲା ଜଗତସିଂପୁର ଜିଲ୍ଲାର ଏରସମା ବ୍ଲକ । ଆଉ ଏବେ ଏହି ସମ୍ଭାବ୍ୟ ବାତ୍ୟାକୁ ନେଇ କଣ କହୁଛନ୍ତି ଏରସମା ବ୍ଲକର ଜପା ପଞ୍ଚାୟତର ଲୋକେ, ଶୁଣନ୍ତୁ.....
ଜଗତସିଂପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ