ETV Bharat / state

ଜିଲ୍ଲାରୁ ହଟିଲା ସପ୍ତାହନ୍ତ ସଟଡାଉନ୍ କଟକଣା - Jagatsinghpur district adminstration

ସପ୍ତାହନ୍ତ ସଟଡାଉନ୍ ହଟାଇ ଦିଆ ଯାଇଥିଲେ ମଧ୍ୟ ରାତ୍ରିକାଳୀନ କର୍ଫ୍ୟୁ ବଳବତ୍ତର ରହିବ । ଅନ୍ୟପଟେ କେବଳ ସକାଳ 7ରୁ ଅପରାହ୍ନ 2ଟା ପର୍ଯ୍ୟନ୍ତ ଦୋକାନ ବଜାର ଖୋଲା ରହିବ । ଏନେଇ ଜିଲ୍ଲାପାଳ ଏକ ପ୍ରେସ ବିଜ୍ଞପ୍ତିରେ ସୂଚନା ଦେଇଛନ୍ତି ।

Weekly shutdown lifted by Jagatsinghpur district adminstration
ଜିଲ୍ଲାରୁ ହଟିଲା ସପ୍ତାହନ୍ତ ସଟଡାଉନ୍ କଟକଣା
author img

By

Published : Aug 2, 2020, 3:21 AM IST

ଜଗତସିଂହପୁର: ଜିଲ୍ଲାରେ ପ୍ରଶାସନ ପକ୍ଷରୁ ସପ୍ତାହନ୍ତ ସଟଡାଉନ୍ କଟକଣା ପ୍ରତ୍ୟାହର ପରେ ଶନିବାର ସବୁକିଛି ହୋଇଛି ସ୍ବାଭାବିକ । ଜିଲ୍ଲାରେ କୋରୋନା ସ୍ଥିତି ସ୍ଥିର ଥିବାରୁ ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନ ସପ୍ତାହନ୍ତ ସଟଡାଉନ୍ କଟକଣାକୁ କୋହଳ କରିଛନ୍ତି ।

ଜିଲ୍ଲାରୁ ହଟିଲା ସପ୍ତାହନ୍ତ ସଟଡାଉନ୍ କଟକଣା

ପୂର୍ବରୁ ଜିଲ୍ଲା ପ୍ରଶାସନ ପକ୍ଷରୁ ସପ୍ତାହର ଶନିବାର ଓ ରବିବାରରେ ଜଗତସିଂହପୁର ଜିଲ୍ଲାକୁ ସଟଡାଉନ୍ କରାଯାଉଥିଲା । ତେବେ ଏହି ନିର୍ଦ୍ଦଶ ପ୍ରତ୍ୟାହାର ପରେ ଜିଲ୍ଲାର ଦୁଇ ପ୍ରମୁଖ ସହର ଜଗତସିଂହପୁର ଓ ପାରାଦ୍ବୀପ ଅନ୍ୟଦିନ ଭଳି ସ୍ବାଭାବିକ ରହିଥିଲା ।

ପ୍ରଶାସନର ସୂଚନା ଅନୁସାରେ ସପ୍ତାହନ୍ତ ସଟଡାଉନ୍ ହଟାଇ ଦିଆ ଯାଇଥିଲେ ମଧ୍ୟ ରାତ୍ରିକାଳୀନ କର୍ଫ୍ୟୁ ବଳବତ୍ତର ରହିବ । ଅନ୍ୟପଟେ କେବଳ ସକାଳ 7ରୁ ଅପରାହ୍ନ 2ଟା ପର୍ଯ୍ୟନ୍ତ ଦୋକାନ ବଜାର ଖୋଲା ରହିବ । ଏନେଇ ଜିଲ୍ଲାପାଳ ଏକ ପ୍ରେସ ବିଜ୍ଞପ୍ତିରେ ସୂଚନା ଦେଇଛନ୍ତି । ଏଥିସହିତ ଆଗାମୀ ଦିନରେ ପରିସ୍ଥିତିକୁ ଦୃଷ୍ଟିରେ ଦେଖି ନିଷ୍ପତ୍ତି ନିଆଯିବ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି ।

ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.