ETV Bharat / state

ଜଳବନ୍ଦୀ ଜୀବନ: ଖବର ପ୍ରସାରଣ ପରେ ଚେତିଲା ପ୍ରଶାସନ - water logging in nuapola area

ଜଗତସିଂହପୁର ନୂଆପୋଲ ଅଞ୍ଚଳରେ ଜଳବନ୍ଦୀ ଘଟଣାର ଖବର ପ୍ରସାରଣ ପରେ ଚେତିଲା ପ୍ରଶାସନ । ଏଠାରେ ଡ୍ରେନେଜ କରାଯିବ ବୋଲି ଦେଲା ପ୍ରତିଶୃତି ।

ଫଟୋ ସୌଜନ୍ୟ: ପ୍ରତିନିଧି, ଜଗତସିଂହପୁର
author img

By

Published : Oct 31, 2019, 9:24 PM IST

ଜଗତସିଂହପୁର: ନୂଆପୋଲ ଅଞ୍ଚଳରେ ଜଳବନ୍ଦୀ ଘଟଣାର ଖବର ପ୍ରସାରଣ ପରେ ଚେତିଲା ପ୍ରଶାସନ । ଏଠାରେ ଡ୍ରେନେଜ କରାଯିବ ବୋଲି ଦେଲା ପ୍ରତିଶ୍ରୁତି ।

ଜଳବନ୍ଦୀ ଜୀବନ, ଖବର ପ୍ରସାରଣ ପରେ ଡ୍ରେନେଜ କରାଯିବ ବୋଲି ପ୍ରଶାସନର ପ୍ରତିଶୃତି

ଏହି ଅଞ୍ଚଳରେ ଟିକିଏ ବର୍ଷା ହେଲେ ଘରେ ପାଣି ପଶୁଥିବାର ଖବର ଇଟିଭି ଭାରତରେ ପ୍ରସାରଣ ପରେ ଜିଲ୍ଲାପାଳ, ଜଗତସିଂହପୁର ତହସିଲଦାରଙ୍କୁ ରିପୋର୍ଟ ତଲବ କରିଥିଲେ । ତହସିଲଦାର ତତ୍କାଳ ରିପୋର୍ଟ ଦେବା ସହ ଖୁବଶୀଘ୍ର ଡ୍ରେନେଜ ବ୍ୟବସ୍ଥା କରାଯିବ ବୋଲି କହିଛନ୍ତି ।

ସୂଚନା ଥାଉକି, ସେକପାଟଣା ଠାରୁ ଚାନ୍ଦଗଡ ପର୍ଯ୍ୟନ୍ତ ବର୍ଷା ଜଳ ନିଷ୍କାସନ ପାଇଁ ଏକ ଜୋର ଅନେକ ଦିନରୁ ରହି ଆସିଥିଲା, ଏହା ସରକାରୀ ଜମି ହୋଇଥିବାରୁ ଏହା ଉପରେ କବଜା କରିଥିଲେ ଜବରଦଖଲକାରୀ । ଯାହା ଫଳରେ ଜଳ ନିଷ୍କାସନରେ ବାଧା ସୃଷ୍ଟି ହେବା ସହ ସାମାନ୍ୟ ବର୍ଷାରେ ତଳିଆ ଅଞ୍ଚଳରେ ବାସ କରୁଥିବା ଲୋକଙ୍କ ଘରେ ପାଣି ପଶିଯାଉଥିଲା । ଏ ସମ୍ପର୍କରେ ଗତ 24 ତାରିଖରେ ଇଟିଭି ଭାରତରେ ଖବର ପ୍ରସାରଣ ହୋଇଥିଲା ।

ଜଗତସିଂହପୁରରୁ ସୁଶାନ୍ତ ପାତ୍ର, ଇଟିଭି ଭାରତ

Intro:ଜଗତସିଂହପୁର ସହର ଉପକଣ୍ଠ ନୂଆପୋଲ ଅଞ୍ଚଳରେ ଜଳବନ୍ଦୀ ଭାବରେ ବିତୁଥିଲା ଜୀବନ। ସାଧାରଣ ବର୍ଷା ରେ ଘରେ ପାଣି ପସିଯିବା ସହିତ ଅନେକ ଦୋକାନ ଘର ହେଉଥିଲା ଜଳାର୍ଣ୍ଣବ,ସେକପାଟଣା ଠାରୁ ଚାନ୍ଦଗଡ,ପ୍ରଯନ୍ତ ବର୍ଷା ଜଳ ନିଷ୍କାସନ ପାଇଁ ଏକ ଜୋର ବ୍ରିଟିଶ ଅମଳରୁ ରହି ଆସିଥିଲା, ଏହା ସରକାରୀ ଜମି ହୋଇଥିବାରୁ ଏହା ଉପରେ କେତେକ ବ୍ୟକ୍ତି ବେଆଇନ ନିର୍ମାଣ କରିଥିଲେ।ଏହା ଫଳରେ ଉଦବୃତ ଜଳ ନିଷ୍କାସନ ରେ ବାଧା ସୃଷ୍ଟି ହେବ ସହ ସାମାନ୍ୟ ବର୍ଷା ରେ ତାଳିଆ ଅଂଚଳ ରେ ବାସ କରୁଥିବା ଲୋକଙ୍କ ଘରେ ପାଣି ପସିଯାଉଥିଲା। ଏ ସମ୍ପର୍କରେ ଗତ 24 ତାରିଖ ରେ ଇଟିଭି ଭାରତ ରେ ଖବର ପ୍ରସାରଣ ହେବ ପରେ ଜିଲାପାଳ ଜଗତସିଂହପୁର ତହସିଲଦାର ମନୋଜ କୁମାର ଭୋଇ ଙ୍କୁ ରିପୋର୍ଟ ତଲବ କରିଥିଲେ। ତହସିଲଦାର ତତ୍କାଳ ରିପୋର୍ଟ ଦେବା ସହ ଖୁବ ଶୀଘ୍ର ଡ୍ରେନେଜ ସିଷ୍ଟମ ବେବସ୍ତା କରାଯିବ ବୋଲି କହିଛନ୍ତି।

Body:formant avo

Conclusion:report susanta patra
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.