ETV Bharat / state

ଭୋଟର ତାଲିକାରେ ଆଧାର ସଂଯୋଗୀକରଣ ପ୍ରକ୍ରିୟା ଆରମ୍ଭ - ଭୋଟର ତାଲିକାରେ ଆଧାର ସଂଯୋଗୀ କରଣ ପ୍ରକ୍ରିୟା

ଜଗତସିଂହପୁରରେ ଭୋଟର ତାଲିକାରେ ଆଧାରସଂଯୋଗୀ କରଣ ପ୍ରକ୍ରିୟା ଆରମ୍ଭ । ପଞ୍ଜୀକରଣ କରିବାକୁ ଚାହୁଁଥିଲେ ଫର୍ମ ନଂ ୬ରେ ଆବେଦନ କରିବାକୁ ପଡିବ । ଅଧିକ ପଢନ୍ତୁ

ଆଜିଠାରୁ ଭୋଟର ତାଲିକାରେ ଆଧାର ସଂଯୋଗୀ କରଣ ପ୍ରକ୍ରିୟା

author img

By

Published : Aug 2, 2022, 11:38 AM IST

ଜଗତସିଂହପୁର: ରାଜ୍ୟରେ ଆରମ୍ଭ ହେଇଯାଇଛି ଭୋଟର ତାଲିକାରେ ଆଧାର ସଂଯୋଗୀକରଣ ପ୍ରକ୍ରିୟା । ଆଜି ଜଗତସିଂହପୁରରେ ଏହା ଆରମ୍ଭ ହେବାକୁ ଯାଉଛି । ଅଫଲାଇନ୍‌ ଓ ଅନଲାଇନ୍‌ ମାଧ୍ୟମରେ ଭୋଟରମାନେ ଆବେଦନ କରି ପାରିବେ । ନିର୍ବାଚନ ଆୟୋଗଙ୍କ ନିଷ୍ପତ୍ତି ଅନୁଯାୟୀ ନାମ ପଞ୍ଜୀକରଣ ନିମନ୍ତେ କେତେକ ସଂଶୋଧନ କରାଯାଇଛି ।

ଆଜିଠାରୁ ଭୋଟର ତାଲିକାରେ ଆଧାର ସଂଯୋଗୀ କରଣ ପ୍ରକ୍ରିୟା

ଯଦି ଜଣେ ନିଜର ନାମ ଭୋଟର ତାଲିକାରେ ପଞ୍ଜୀକରଣ କରିବାକୁ ଚାହାନ୍ତି ତେବେ ତାଙ୍କୁ ଫର୍ମ ନଂ ୬ରେ ଆବେଦନ କରିବାକୁ ପଡିବ । ସେହିଭଳି ପ୍ରବାସୀ ଭାରତୀୟମାନେ ଭୋଟର ତାଲିକାରେ ନାମ ପଞ୍ଜୀକରଣ ପାଇଁ ଫର୍ମ ନଂ୬(କ) , ମୃତ ଲୋକଙ୍କ ନାମ ବାଦ ଦେବାପାଇଁ ଫର୍ମ ନଂ 7ରେ ଆବେଦନ କରି ପାରିବେ।

ସେହିଭଳି ସ୍ଥାନ ପରିବର୍ତ୍ତନ ପାଇଁ ୮ନଂ ଫର୍ମରେ ଆବେଦନ କରିହେବ । ଏଥିରେ ଆବେଦନକାରୀ ନିଜର ବିବରଣୀ ଗୁଡିକ ସଂଶୋଧନ ପୁରୁଣା ଭୋଟର ପରିଚୟ ପତ୍ର ପରିବର୍ତ୍ତନ କରି ପରିବେ, ଏଥିପାଇଁ ଭୋଟର ମାନେ ଅନ ଲାଇନ ମାଧ୍ୟମରେ ରାଜ୍ୟ ନିର୍ବାଚନ ଅଧିକାରୀ, ଗରୁଡ଼, NVSP, VHA, ଭୋଟର ପୋଟାଲ ୱେବ ସାଇଟ ମାଧ୍ୟମରେ ଆବେଦନ କରି ପାରିବେ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.