ETV Bharat / state

ସ୍କୁଲ ସ୍ଥାନାନ୍ତରକୁ ବିରୋଧ: କୁଜଙ୍ଗ ବ୍ଲକ କାର୍ଯ୍ୟାଳୟରେ ଧାରଣା ଦେଲେ ଗ୍ରାମବାସୀ

author img

By

Published : Apr 27, 2022, 9:46 PM IST

ଜଗତସିଂହପୁର ବିଦ୍ୟାଳୟରେ ନାମ ଲେଖାଇବାକୁ ନେଇ ବ୍ଲକ କାର୍ଯ୍ୟାଳୟରେ ଗ୍ରାମବାସୀଙ୍କ ଧାରଣା । ଆଜି(ବୁଧବାର) କୁଜଙ୍ଗ ବ୍ଲକ ସାଇଲୋ ପଞ୍ଚାୟତ ରାଇଗଣ ଗ୍ରାମର ଗ୍ରାମବାସୀ ବ୍ଲକ କାର୍ଯ୍ୟାଳୟରେ ଧାରଣା ଦେଇଥିଲେ । ଅଧିକ ପଢନ୍ତୁ

ସ୍କୁଲ ସ୍ଥାନାନ୍ତରକୁ ବିରୋଧ: କୁଜଙ୍ଗ ବ୍ଲକ କାର୍ଯ୍ୟାଳୟରେ ଧାରଣା ଦେଲେ ଗ୍ରାମବାସୀ
ସ୍କୁଲ ସ୍ଥାନାନ୍ତରକୁ ବିରୋଧ: କୁଜଙ୍ଗ ବ୍ଲକ କାର୍ଯ୍ୟାଳୟରେ ଧାରଣା ଦେଲେ ଗ୍ରାମବାସୀ

ଜଗତସିଂହପୁର: ଜଗତସିଂହପୁର ବିଦ୍ୟାଳୟରେ ନାମ ଲେଖାଇବାକୁ ନେଇ ବ୍ଲକ କାର୍ଯ୍ୟାଳୟରେ ଗ୍ରାମବାସୀଙ୍କ ଧାରଣା । ଆଜି(ବୁଧବାର) କୁଜଙ୍ଗ ବ୍ଲକ ସାଇଲୋ ପଞ୍ଚାୟତ ରାଇଗଣ ଗ୍ରାମର ଗ୍ରାମବାସୀ ବ୍ଲକ କାର୍ଯ୍ୟାଳୟରେ ଧାରଣା ଦେଇଥିଲେ । ତେବେ ଗତ ୩ବର୍ଷ ଧରି ବ୍ଲକ ଶିକ୍ଷା ଅଧିକାରୀ ଚଞ୍ଚକତା କରି ପିଲାମାନଙ୍କୁ ନାମ ଲେଖାଇ ଦେଉନଥିବା ପ୍ରତିବାଦରେ ଗ୍ରାମବାସୀ ଧାରଣା ଦେଇଥିଲେ ।

ସୂଚନା ଅନୁସାରେ, ରାଇଗଣ ପ୍ରାଥମିକ ବିଦ୍ୟାଳୟକୁ ଗଣେଶ୍ୱରପୁର ବିଦ୍ୟାଳୟରେ ସାମିଲ କରିବା ନେଇ ବ୍ଲକ ଶିକ୍ଷା ଅଧିକାରୀ ଚଞ୍ଚକତା କରୁଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ । ସେହିପରି ୧୯୬୦ ମସିହାର ବିଦ୍ୟାଳୟକୁ ଅନ୍ୟତ୍ର ଉଠାଇ ନେଲେ ଛୋଟ ପିଲାମାନଙ୍କୁ ଦୁଇ କିଲୋମିଟର ଯିବାକୁ ପଡ଼ିବ । ତେବେ ବାରମ୍ବାର ବ୍ଲକ ଶିକ୍ଷା ଅଧିକାରୀ, ଜିଲ୍ଲାପାଳଙ୍କୁ ଜଣାଇଲେ ମଧ୍ୟ କିଛି ଲାଭ ମିଳିନଥିବା ଯୋଗୁଁ ଆନ୍ଦୋଳନକୁ ଓହ୍ଲାଇଛନ୍ତି ଲୋକେ । ସ୍ଥାନୀୟ ବିଧାୟକ ଆସନ୍ତା ୩ଦିନ ମଧ୍ୟରେ ସମସ୍ୟାର ସମାଧାନର ପ୍ରତିଶୃତି ଦେଇଥିବା ଜଣାପଡ଼ିଛି ।

ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.