ETV Bharat / state

ସ୍କୁଲକୁ ଯାଇ ଦୁଇ ଦଶମ ଶ୍ରେଣୀ ଛାତ୍ରୀ ନିଖୋଜ - ସ୍କୁଲ ଯାଇ ନିଖୋଜ ଦୁଇ ଦଶମ ଶ୍ରେଣୀ ଛାତ୍ରୀ

ସ୍କୁଲକୁ ଯାଇ ନିଖୋଜ ହୋଇଯାଇଛନ୍ତି ଦଶମ ଶ୍ରେଣୀରେ ପଢ଼ୁଥିବା ଦୁଇଜଣ ଛାତ୍ରୀ । ଏନେଇ ଉଭୟ ପରିବାର ଲୋକେ ଥାନାରେ ଅଭିଯୋଗ କରିଛନ୍ତି । ଅଧିକ ପଢ଼ନ୍ତୁ

ସ୍କୁଲକୁ ଯାଇ ଦୁଇ ଦଶମ ଶ୍ରେଣୀ ଛାତ୍ରୀ ନିଖୋଜ
ସ୍କୁଲକୁ ଯାଇ ଦୁଇ ଦଶମ ଶ୍ରେଣୀ ଛାତ୍ରୀ ନିଖୋଜ
author img

By

Published : Jun 22, 2022, 7:47 PM IST

ଜଗତସିଂହପୁର : ସ୍କୁଲକୁ ଯାଇ ନିଖୋଜ ହୋଇଯାଇଛନ୍ତି ଦଶମ ଶ୍ରେଣୀରେ ପଢ଼ୁଥିବା ଦୁଇଜଣ ଛାତ୍ରୀ । ଏନେଇ ଉଭୟ ପରିବାର ଲୋକେ ଥାନାରେ ଅଭିଯୋଗ କରିଛନ୍ତି । ପୋଲିସ ରିପୋର୍ଟ ଅନୁସାରେ କୁଜଙ୍ଗ ଥାନ ଅନ୍ତର୍ଗତ ବଡ଼ପାଳ ଗ୍ରାମର ଉମାକାନ୍ତଙ୍କ ଝିଅ ବିଶ୍ଵରୂପା ଓ ସେହି ଗ୍ରାମର ଶୁଭ ପ୍ରସାଦଙ୍କ ଝିଅ ଶୃତିରେଖା ନିକଟସ୍ଥ ଏକ ଘରୋଇ ସ୍କୁଲକୁ ଅଟୋ ଯୋଗେ ଯାଇ ଆଉ ଫେରିନଥିଲେ ।

ପରିବାର ଲୋକେ ସ୍କୁଲ କର୍ତ୍ତୃପକ୍ଷଙ୍କୁ ଏ ସମ୍ପର୍କରେ ଯୋଗାଯୋଗ କରିଥିଲେ ମଧ୍ୟ ଉଭୟ ଛାତ୍ରୀ ସ୍କୁଲ ଆସି ନଥିବା କହିଥିଲେ । ବହୁ ଖୋଜାଖୋଜି ପରେ ଆଜି ଉଭୟ ପରିବାର ପକ୍ଷରୁ କୁଜଙ୍ଗ ଥାନାରେ ଏତଲା ଦିଆଯାଇଛି । ଏ ସମ୍ପର୍କରେ ପୋଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।

ଇଟିଭି ଭାରତ, ଜଗତସିଂହପୁର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.