ETV Bharat / state

Lata Mangeshkar Demise, ଜଗତସିଂହପୁରରେ ଅର୍ଦ୍ଧନିମିତ ଜାତୀୟ ପତାକା - tribute to Lata Mangeshkar in jagatsingpur

ସୁନାମଧନ୍ୟା କଣ୍ଠଶିଳ୍ପୀ ତଥା ଭାରତରତ୍ନ ଲତା ମଙ୍ଗେଶକରଙ୍କ ବିୟୋଗରେ ଜଗତସିଂପୁରରେ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଶୋକସଭା ପାଳନ । ଅଧିକ ପଢନ୍ତୁ

Lata Mangeshkar Demise: ଜଗତସିଂହପୁରରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ

author img

By

Published : Feb 6, 2022, 7:58 PM IST

ଜଗତସିଂହପୁର: ସୁନାମଧନ୍ୟା କଣ୍ଠଶିଳ୍ପୀ ତଥା ଭାରତରତ୍ନ ଲତା ମଙ୍ଗେଶକରଙ୍କ ବିୟୋଗରେ ଦେଶର ବିଭିନ୍ନ ସ୍ଥାନରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି । ଏହି ପରିପ୍ରେକ୍ଷୀରେ ଜଗତସିଂହପୁରର ପାରାଦ୍ୱୀପ ଓ ଜଗତସିଂହପୁର ସହରର ବିଭିନ୍ନ ସ୍ଥାନରେ କୋକିଳକଣ୍ଠୀ ସୁର ସାମ୍ରାଜ୍ଞୀଙ୍କୁ ଶ୍ରଦ୍ଧାଞ୍ଜଳି ଦିଆଯାଇଛି ।

Lata Mangeshkar Demise: ଜଗତସିଂହପୁରରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ

ଦୁଇ ଦିନିଆ ରାଷ୍ଟ୍ରୀୟ ଶୋକ ପାଳନ ଘୋଷଣା ହେବା ପରେ ଜଗତସିଂହପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଉପରେ ଉଡୁଥିବା ଜାତୀୟ ପତାକାକୁ ଅର୍ଦ୍ଧନମିତ କରାଯିବା ସହ ଶୋକସଭା ଅନୁଷ୍ଠିତ ହୋଇଛି । ସେହିପରି ପାରାଦ୍ୱୀପରେ ଅନୁରୂପ ଭାବରେ ବିଭିନ୍ନ ସରକାରୀ କାର୍ଯ୍ୟାଳୟରେ ଜାତୀୟ ପତାକାକୁ ଅର୍ଦ୍ଧନମିତ ରଖାଯାଇଛି । ବିଭିନ୍ନ ବେସରକାରୀ କାର୍ଯ୍ୟାଳୟରେ ନୀରବ ପ୍ରାର୍ଥନା ସହିତ ଅମର ଆତ୍ମର ସଦ୍‌ଗତି କାମନା କରଯାଇଛି ।

ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.