ଜଗତସିଂହପୁର: ମାର୍ଚ୍ଚ 1ରୁ ଆରମ୍ଭ ହେବାକୁ ଯାଉଛି ଜୋରଦାର ଗାଡି ଚେଙ୍କିଙ୍ଗ। ଏହାକୁ ନେଇ ଡ୍ରାଇଭିଂ ଲାଇସେନ୍ସ ପାଇନଥିବା ଲୋକେ ଆଶା ଓ ଆଶଙ୍କାରେ । ଏବେବି ଜିଲ୍ଲା ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ସାମ୍ନାରେ ଲମ୍ବା ଲାଇନ ଦେଖିବାକୁ ମିଳୁଛି । ଜିଲ୍ଲା ପରିବହନ କାର୍ଯ୍ୟାଳୟ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଗତ ଅକ୍ଟୋବର ମାସ ଠାରୁ ଚଳିତ ଫ୍ରେବୁଆରୀ ମାସ ମଧ୍ୟରେ 25 ହଜାରରୁ ଅଧିକ ଲୋକେ ଡ୍ରାଇଭିଂ ଲାଇସେନ୍ସ ପାଇଁ ଆବେଦନ କରିଥିଲେ। ମାତ୍ର ସେଥିମଧ୍ୟରୁ 10 ହଜାର ଲୋକଙ୍କୁ ଡିଏଲ ଦିଆଯାଇଛି ।
ଆଉ ନାହିଁ ନିସ୍ତାର, ଆଜିଠୁ ଟ୍ରାଫିକ ନିୟମ କଡାକଡି - _traffic rull is going to be tight from March 1
ମାର୍ଚ୍ଚ 1ରୁ କଡ଼ାକଡ଼ି ହେବାକୁ ଯାଉଛି ଗାଡ଼ି ଚେକିଙ୍ଗ । 25 ହଜାରରୁ ଅଧିକ ଲୋକ ଡ୍ରାଇଭିଂ ଲାଇସେନ୍ସ ପାଇଁ ଆବେଦନ କରିଥିବା ବେଳେ ସେଥିମଧ୍ୟରୁ 10 ହଜାର ଲୋକଙ୍କୁ DL ଦିଆଯାଇଛି । ଅଧିକ ପଢନ୍ତୁ...
ମାର୍ଚ୍ଚ 1ରୁ କଡ଼ାକଡ଼ି ହେବାକୁ ଯାଉଛି ଗାଡ଼ି ଚେକିଙ୍ଗ