ETV Bharat / state

ଜଗତସିଂହପୁରରେ ଟ୍ରାଫିକ ନିୟମ କୋହଳ - ପରିବହନ ବିଭାଗ

ଜଗତସିଂହପୁରରେ ଗତ ଦୁଇ ଦିନ ହେବ ଟ୍ରାଫିକ କଟକଣାକୁ କୋହଳ କରାଯାଇଛି। ତିନି ମାସ ମଧ୍ୟରେ ସମସ୍ତ କାଗଜପତ୍ର ପ୍ରସ୍ତୁତ କରିବାକୁ ମୁଖ୍ୟମନ୍ତ୍ରୀ କହିବା ପରେ ଟ୍ରାଫିକ ନିୟମକୁ କେତେକାଂଶରେ କୋହଳ କରାଯାଇଛି।

ଫଟୋ ସୌଜନ୍ୟ- ପ୍ରତିନିଧି, ଜଗତସିଂହପୁର
author img

By

Published : Sep 9, 2019, 10:02 PM IST

ଜଗତସିଂହପୁର: ଜିଲ୍ଲାରେ ଗତ ଦୁଇ ଦିନ ହେବ ଟ୍ରାଫିକ କଟକଣାକୁ କୋହଳ କରାଯାଇଛି । ଦେଶରେ ନୂତନ ମୋଟର ଯାନ ଆଇନ ଲାଗୁ ହେବା ଫଳରେ ଜନସାଧାରଣଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି ହୋଇଥିଲା । ତେବେ ଆଜି ମୁଖ୍ୟମନ୍ତ୍ରୀ ଏନେଇ ଏକ ଗୁରୁତ୍ବପୂର୍ଣ୍ଣ ଘୋଷଣା କରିଛନ୍ତି । ତିନି ମାସ ମଧ୍ୟରେ ସମସ୍ତ କାଗଜପତ୍ର ପ୍ରସ୍ତୁତ କରିବାକୁ କହିବା ପରେ ଟ୍ରାଫିକ ନିୟମକୁ କେତେକାଂଶରେ କୋହଳ କରାଯାଇଛି।

ଜିଲ୍ଲାରେ ପରିବହନ ବିଭାଗ ଓ ପୋଲିସ ପକ୍ଷରୁ ମିଳିତ ଭାବେ12ଟି ସ୍ଥାନରେ ଯାଞ୍ଚ ପ୍ରକ୍ରିୟା ଆରମ୍ଭ ହୋଇଥିଲେ। ମୋଟାମୋଟି ଭାବରେ ମଦ ପିଇ ଗାଡି ଚଳାଇବା, ବିନା ହେଲମେଟ, ଗାଡିର ବୀମା, ରେଜିଷ୍ଟ୍ରେସନ ଓ ପ୍ରଦୂଷଣ ନିୟନ୍ତ୍ରଣ ପ୍ରମାଣ ଆଦି ଯାଞ୍ଚ କରାଯାଇଥିଲା।

ଭିଡିଓ ସୌଜନ୍ୟ- ପ୍ରତିନିଧି, ଜଗତସିଂହପୁର

ଏଥିରେ ମୋଟ 1200 ଗାଡିକୁ ଧରାଯାଇ ପ୍ରାୟ 7 ଲକ୍ଷ ଟଙ୍କାରୁ ଅଧିକ ଅର୍ଥ ଜୋରିମାନା ଆକାରରେ ଆଦାୟ କରାଯାଇଛି । ଏବେ ଯାଞ୍ଚ ପକ୍ରିୟାକୁ କୋହଳ କରି ଦିଆଯାଇଛି। ଯାହାଫଳରେ ଲୋକେ ସାମାନ୍ୟ ଆଶ୍ବସ୍ଥି ଅନୁଭବ କରଛନ୍ତି।

ଜଗତସିଂହପୁରରୁ ସୁଶାନ୍ତ ପାତ୍ର, ଇଟିଭି ଭାରତ

Intro:ଜଗତସିଂହପୁର ଜିଲ୍ଲାରେ ଗତ ଦୁଇ ଦିନହେବ ଟ୍ରାଫିକ କଟକଣା କୁ କୋହଳ କରାଯାଇଛି।ଦେଶ ରେ ସତନ୍ତ୍ର ପରିବହନବିଭାଗର ମୋଟର ଆଇନି 177MV act.ଲାଗୁହେବ ଫଳରେ ଜନ ସାଧାରଣ ଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି ହୋଇଥିଲା।ଜିଲାରେ ପରିବହନ ବିଭାଗ ଓ ପୋଲିସ,ମିଳିତ ଭାବେ ମୋଟୋ 12 ଟି ଜାଗାରେ ଯାଞ୍ଚ ପ୍ରକ୍ରିୟା ଆରମ୍ଭ କରିଥିଲେ।ମୋଟା ମୋଟି ଭାବରେ. ମଦ ପିଇ ଗାଡି ଚଳାଇବା,ବିନା ହେଲମେଟ, ଗାଡିର ବୀମା, ରେଜିଷ୍ଟ୍ରେସନ ପ୍ରମାଣ, ଓ ପ୍ରଦୂଷଣ ନିୟନ୍ତ୍ରଣ ପ୍ରମାଣ, ଆଦି ଯାଞ୍ଚ କରାଯାଇଥିଲା।ଏଥିରେ ମୋଟେ 1200,ଗାଡି କୁ ଧରାଯାଇ ପ୍ରାୟ 7 ଲକ୍ଷ ଟଙ୍କା ରୁ ଅଧିକ ଅର୍ଥ ଜୋରିମାନା ଆକାରରେ ଆଦାୟ କାରା ଯାଇଛି। ଏବେ ଜିଲା ପରିବହନ ବିଭାଗ ଓ ପୋଲିସ ପକ୍ଷରୁ ଯାଞ୍ଚ ପକ୍ରିୟା କୁ କୋହଳ କରି ଦିଆଯାଇଛି। ମୋଟ ମୋଟି ଭାବରେ ଲୋକେ ଆଶ୍ୱସ୍ତ ଅନୁଭବ କରୁଥିବା ଦେଖିବାକୁ ମିଳିଛି।

Body:Formant AVO

Conclusion:jagatsinghpur
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.