ETV Bharat / state

ବନ୍ୟା ଅପଡେଟ୍: ଆଜିବି ବିପଦ ସଙ୍କେତ ଉପରେ ପ୍ରବାହିତ ଦେବୀ, ମହାନଦୀ ଓ ପାଇକା - jagasinghpur flood update

ଜଗତସିଂହପୁର ଜିଲ୍ଲାରେ ଆଜି ବି ବନ୍ୟା ପରିସ୍ଥିତି ଉଦବେଗଜନକ ରହିଛି । ମହାନଦୀ ଅବବାହିକା ତାରପୁର ନିକଟରେ ଜଳସ୍ତର 11.12 ଥିବାବେଳେ ତିର୍ତ୍ତୋଲ ନିକଟରେ ମହାନଦୀର ଜଳସ୍ତର 5.41 ମିଟର ଏବଂ ଚୌଧୁରୀ ଗଡା ନିକଟରେ 3.45 ମିଟର ରହିଛି । ଅଧିକ ପଢନ୍ତୁ...

ବନ୍ୟା ଅପଡେଟ୍: ଆଜି ବି ବିପଦ ସଙ୍କେତ ଉପରେ ପ୍ରବାହିତ ଦେବୀ, ମହାନଦୀ ଓ ପାଇକା

author img

By

Published : Sep 1, 2020, 9:56 PM IST

ଜଗତସିଂହପୁର: ଜିଲ୍ଲାରେ ଆଜି ବି ବନ୍ୟା ପରିସ୍ଥିତି ଉଦବେଗଜନକ ରହିଛି । ମହାନଦୀ ସାଉଥ ଡିଭିଜନ ପକ୍ଷରୁ ମିଳିଥିବା ସୂଚନାନୁସାରେ, ମହାନଦୀ ଅବବାହିକା ତାରପୁର ନିକଟରେ ଜଳସ୍ତର 11.12 ଥିବାବେଳେ ତିର୍ତ୍ତୋଲ ନିକଟରେ ମହାନଦୀର ଜଳସ୍ତର 5.41 ମିଟର ଏବଂ ଚୌଧୁରୀ ଗଡା ନିକଟରେ 3.45 ମିଟର ରହିଛି ।

ବନ୍ୟା ଅପଡେଟ୍: ଆଜି ବି ବିପଦ ସଙ୍କେତ ଉପରେ ପ୍ରବାହିତ ଦେବୀ, ମହାନଦୀ ଓ ପାଇକା

ସେହିଭଳି ଦେବୀ ନଦୀର ଜଳ ସ୍ତର ଦଳେଈ ଘାଇ ନିକଟରେ 56.90 ଫୁଟ ଥିବାବେଳେ ଆଳି ପିଙ୍ଗଳ ନିକଟରେ 11.20 ମିଟର, ମାଛ ଗାଁ ନିକଟରେ 14.30 ରହିଛି । ଯାହାକି ବିପଦ ସଙ୍କେତ ତଳେ ପ୍ରବାହିତ ହେଉଥିବା କହିଛି ମହାନଦୀ ସାଉଥ ଡିଭିଜନ ।

ତେବେ ଦେବୀର ଶାଖା ନଦୀ ଭାବେ ପରିଚିତ ବିଲୁଆ ଖାଇ ନଦୀର ଜଳ ପତନ ଶଙ୍ଖାରୀ ସାହି ନିକଟରେ 16.28 ମିଟର ଥିବାବେଳେ ବୀରବର ପାଟଣା ନିକଟରେ ଜଳସ୍ତର 14.80 ମିଟର ଥିବା ଜଣାପଡ଼ିଛି । ମଙ୍ଗଳବାର ସୁଦ୍ଧା ଦଳେଇଘାଇ ଓ ଆଳିପିଙ୍ଗଳ ଠାରେ ଜଳସ୍ତର କମିଥିବା ନେଇ ସୂଚନା ରହିଛି ।

ଜଗତସିଂହପୁରରୁ ସୁଶାନ୍ତ ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.