ETV Bharat / state

ତିର୍ତ୍ତୋଲ ଉପନିର୍ବାଚନ, ପ୍ରକାଶ ପାଇଲା ଚୁଡାନ୍ତ ପ୍ରାର୍ଥୀ ତାଲିକା

author img

By

Published : Oct 19, 2020, 9:08 PM IST

ଜଗତସିଂହପୁର ଜିଲ୍ଲାର ତିର୍ତ୍ତୋଲ ଉପନିର୍ବାଚନ ପାଇଁ ଆଜି ପ୍ରାର୍ଥୀପତ୍ର ପ୍ରତ୍ୟାହାରର ଶେଷଦିନ ଥିବାବେଳେ ଦାଖଲ କରିଥିବା ପ୍ରାର୍ଥୀଙ୍କ ମଧ୍ୟରୁ କେହି ନିଜର ନାମାଙ୍କନ ପ୍ରତ୍ୟାହାର କରିନଥିବା ଜିଲା ନିର୍ବାଚନ କାର୍ଯ୍ୟାଳୟ ପକ୍ଷରୁ ସୂଚନା ......

ତ୍ରିତଲ ଉପନିର୍ବାଚନ ପାଇଁ ଚୁଡାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ

ଜଗତସିଂପୁର: ଜଗତସିଂହପୁର ଜିଲ୍ଲାର ତିର୍ତ୍ତୋଲ ଉପନିର୍ବାଚନ ପାଇଁ ଆଜି ପାର୍ଥୀପତ୍ର ପ୍ରତ୍ୟାହାରର ଶେଷଦିନ ଥିବାବେଳେ ଦାଖଲ କରିଥିବା ପ୍ରାର୍ଥୀଙ୍କ ମଧ୍ୟରୁ କେହି ନିଜର ନାମାଙ୍କନ ପ୍ରତ୍ୟାହାର କରିନଥିବା ଜିଲା ନିର୍ବାଚନ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି । ତିର୍ତ୍ତୋଲ ଉପନିର୍ବାଚନ ପାଇଁ ବିଭନ୍ନ ଦଳର ମୋଟ 9 ଜଣ ପାର୍ଥୀ ପ୍ରତିଦ୍ବନ୍ଦିତା କରୁଛନ୍ତି ।

ତିର୍ତ୍ତୋଲ ଉପନିର୍ବାଚନ, ପ୍ରକାଶ ପାଇଲା ଚୁଡାନ୍ତ ପାର୍ଥୀ ତାଲିକା

ଭାରତୀୟ ଜନତା ପାର୍ଟି ପକ୍ଷରୁ ରାଜକିଶୋର ବେହେରା ,କଂଗ୍ରେସ ପକ୍ଷରୁ ହିମାଂଶୁ ଭୂଷଣ ମଲିକ,କମ୍ୟୁନିଷ୍ଟ ଦଳରୁ ବିଜୟ କୁମାର ଭୋଇ ପ୍ରାର୍ଥୀ ହୋଇଥିବା ବେଳେ ସ୍ବାଧିନପାର୍ଥୀ ଭାବେ ଅର୍ଜୁନ ଚରଣ ବେହେରା, ରବୀନ୍ଦ୍ର ନାଥ ସେଠୀ, ରମେଶ ଚନ୍ଦ୍ର ମଲ୍ଲିକ, ସଚିତ୍ର ମଲ୍ଲିକ, ଓ ଗୋଲାପ ମଞ୍ଜରୀ ଭୋଇ ପ୍ରତିଦ୍ବନ୍ଦିତା କରୁଥିବା ଜଣାପଡ଼ିଛି ।

ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଈଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.