ETV Bharat / state

ଅଳ୍ପକେ ବର୍ତ୍ତିଲେ 3 ନାବିକ - ଅଳ୍ପକେ ବର୍ତ୍ତିଲେ 3 ନାବିକ

ଗୁରୁବାର ରାତିରେ ଜଗତସିଂହପୁର ପାରାଦ୍ୱୀପରେ ଘଟିଥିବା ଏକ ଦୁର୍ଘଟଣାରୁ ଅଳ୍ପେକେ ବର୍ତ୍ତି ଛନ୍ତି 3 ବାଂଲାଦେଶୀ ନାବିକ । ଅଧିକ ପଢନ୍ତୁ...

ଅଳ୍ପକେ ବର୍ତ୍ତିଲେ 3 ନାବିକ
ଅଳ୍ପକେ ବର୍ତ୍ତିଲେ 3 ନାବିକ
author img

By

Published : Oct 23, 2020, 10:02 AM IST

ଜଗତସିଂହପୁର: ଅଳ୍ପକେ ବର୍ତ୍ତିଲେ 3 ବାଲାଂଦେଶୀ ନାବିକ । ଗୁରୁବାର ରାତିରେ ଜଗତସିଂହପୁର ପାରାଦ୍ୱୀପରେ ଘଟିଥିବା ଏକ ଦୁର୍ଘଟଣାରୁ ଅଳ୍ପେକେ ବର୍ତ୍ତିଛନ୍ତି 3 ବାଂଲାଦେଶୀ ନାବିକ ।

ଘଟଣାରୁ ପ୍ରକାଶ ଯେ, ମାଲ ଫ୍ଲାଗ ବହନକାରୀ ସେଂଛୁରୀ ନାମକ ଜାହାଜ ବାଂଲାଦେଶରୁ ଆସି ଗୁରୁବାର ରାତିରେ ପାରାଦୀପ ବନ୍ଦରରେ ଆସି ଲାଗିଥିଲା। ଆଙ୍କରେଜ ପାଇଁ ଅପେକ୍ଷା କରିଥିବା ସମୟରେ ହଠାତ୍ ତିନି ଜଣ ନାବିକ ପାଣି ମଧ୍ୟକୁ ଖସି ପଡ଼ିଥିଲେ। ଲଘୁଚାପ ଯୋଗୁ ସମୁଦ୍ର ଅଶାନ୍ତ ଥିବାରୁ 3 ଜଣ ନାବିକ ଭାସି ଯାଇଥିଲେ।

ଏହି ଖବର ଜଣାପଡିବା ପରେ ପାରାଦ୍ୱୀପ ବନ୍ଦରର ହାର୍ବର ମାଷ୍ଟର କ୍ୟାପଟେନ ଅଲେଖ ଚନ୍ଦ୍ର ସାହୁ ପ୍ରେଟ୍ରୋଲିଂ କ୍ରାପ୍ତ ଓ ଟଗ ବୋଟ ପଠାଇ ତାଙ୍କୁ ଉଦ୍ଧାର କରିଥିଲେ। ସେମାନଙ୍କୁ ଉଦ୍ଧାର କରାଯାଇ ପାରାଦ୍ୱୀପ ପୋର୍ଟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସେମାନଙ୍କ ମଧ୍ୟରେ 2 ଜଣ ଜାହାଜର ସଂକେତ ଇଂଜିନିୟରିଂ ଥିବାବେଳେ ଅନ୍ୟ ଜଣେ ଇଲେକ୍ଟ୍ରିକାଲ ଇଂଜିନିୟର ଥିବା ଜଣାପଡ଼ିଛି।

ଜଗସିଂହପୁରରୁ ସୁଶାନ୍ତ ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.