ETV Bharat / state

ଏସଭିଏମ କଲେଜ ଜାଲ ରେଜିଷ୍ଟ୍ରେସନ ମାମଲା; 3 ନିଲମ୍ବିତ - suspend

ସ୍ବାମୀ ବିବେକାନନ୍ଦ ସ୍ବଂୟଶାସିତ ମହାବିଦ୍ୟାଳୟର ଜାଲ ରେଜିଷ୍ଟ୍ରେସନକୁ ନେଇ ମାମଲାରେ ଆଜି ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।

SVM College
SVM College
author img

By

Published : Jan 13, 2020, 10:25 PM IST

ଜଗତସିଂପୁର: ଜଗତସିଂହପୁର ଜିଲ୍ଲାର ପ୍ରମୁଖ ଶିକ୍ଷାନୁଷ୍ଠାନ ସ୍ବାମୀ ବିବେକାନନ୍ଦ ସ୍ବଂୟଶାସିତ ମହାବିଦ୍ୟାଳୟର ଜାଲ ରେଜିଷ୍ଟ୍ରେସନକୁ ନେଇ ମାମଲାରେ ଆଜି ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।

ଏସଭିଏମ କଲେଜ ଜାଲ ରେଜିଷ୍ଟ୍ରେସନ ମାମଲା

2015 ରୁ 2018 ମଧ୍ୟରେ ଥିବା ତତ୍କାଳୀନ ଆଡମିଶନ ଇନଚାର୍ଜ ଡ.ଧୀରେନ୍ଦ୍ର ନାଥ ମହାନ୍ତି ଯୁକ୍ତ ତିନି ଡାଟା ଏଣ୍ଟ୍ରି ଅପରେଟର ପ୍ରଦୀପ୍ତ କୁମାର ଜେନା ଯୁକ୍ତ ଦୁଇ ଡାଟା ଏଣ୍ଟ୍ରି ଅପରେଟର ମିହିର କୁମାର ମହାନ୍ତିଙ୍କୁ କାର୍ଯ୍ୟରୁ ନିଲମ୍ବିତ କରାଯାଇଥିବା ବେଳେ ମହାବିଦ୍ୟାଳୟର ଦୁଇଜଣ ତତ୍କାଳୀନ ଅଧ୍ୟକ୍ଷଙ୍କୁ ମଧ୍ୟ ଦାୟୀ କରାଯାଇଛି ।

ସୂଚନାଯୋଗ୍ୟ ଯେ ଜାଲ ରେଜିଷ୍ଟ୍ରେସନ ନମ୍ବର ଘଟଣା ପଦାକୁ ଆସିବା ପରେ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ 3 ଜଣିଆ କମିଟି ଗଠନ କରାଯାଇ ତଦନ୍ତ ନିର୍ଦ୍ଦେଶ ଦିଆଯାଇଥିଲା। କମିଟି ତଦନ୍ତ କରି ରିପୋର୍ଟ ଦେବାପରେ, ରିପୋର୍ଟ ଆଧାରରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।

ଜଗତସିଂପୁରରୁ ସୁଶାନ୍ତ ପାତ୍ର, ଇଟିଭି ଭାରତ

Intro:ଜଗତସିଂହପୁର ଜିଲ୍ଲାର ପ୍ରମୁଖ ଶିକ୍ଷାନୁଷ୍ଠାନ ସ୍ବାମୀ ବେବେକାନନ୍ଦ ସୋୟଂ ଶାସିତ ମହାବିଦ୍ୟାଳୟ ରେ ଜାଲ ରେଜିଷ୍ଟ୍ରେସନno କୁ ନେଇ ମାମଲା ରେ ଆଜି ଉଞ୍ଚ ଶିକ୍ଷା ବିଭାଗ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। 2015 ରୁ2018 ମଧ୍ୟରେ ଥିବା ତତ୍କାଳୀନ ଆଡ଼ମିଶ ଏନଚାର୍ଜ ଡ଼ ଧେରେନ୍ଦ୍ର ନାଥ ମହାନ୍ତି, +3 ଡଟାଏଣ୍ଟ୍ରି ଅପରେଟର ପ୍ରଦୀପ୍ତ କୁମାର ଜେନା,+2 ଡଟାଏଣ୍ଟ୍ରି ଅପରେଟର ମିହିର କୁମାର ମହାନ୍ତି ଙ୍କୁ କାର୍ଯ୍ୟ ରୁ ନିଲମ୍ବିତ କରାଯାଇଥିବା ବେଳେ ତତ୍କାଳୀନ ମହାବିଦ୍ୟାଳୟ ର ଦୁଇ ଅଦକ୍ଷ ଙ୍କୁ ଦେଇ କରାଯାଇଥିବା ରିପୋର୍ଟ ରେ ଉଲେଖ କରାଯାଇଛି।ସୂଚନାଯୋଗ୍ୟ ଯେ ଜାଲ ରେଜିଷ୍ଟ୍ରେସନ ନମ୍ବର ଘଟଣା ପଦାକୁ ଆସିବା ପରେ ଉଞ୍ଚଶିକ୍ଷା ବିଭାଗ ପକ୍ଷରୁ ତିନି ଜଣିଆ କମିଟି ଗଠନ କରାଯାଇ ତଦନ୍ତ ନିର୍ଦ୍ଦେଶ ଦିଆଯାଇଥିଲା। 3 ଜଣିଆ କମିଟି ତଦନ୍ତ କରି ରିପୋର୍ଟ ଦେବାପରେ, ରିପୋର୍ଟ କୁ ଆଧାର କରି ଆଜି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।

Body:byt Nitarani kar . principal SVM college

Conclusion:Sushant Patra jagatsingpur
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.