ETV Bharat / state

ଜଗତସିଂହପୁରରେ ଖୁଲମ ଖୋଲା ବାଣ ବିକ୍ରି, ଅସହାୟ ପ୍ରଶାସନ

author img

By

Published : Nov 14, 2020, 7:51 PM IST

ଶନିବାର ଜଗତସିଂହପୁର ଜିଲ୍ଲାର ବିଭିନ୍ନ ସ୍ଥାନରେ ଖୁଲମ ଖୋଲା ବାଣ ବିକ୍ରି ହେଉଥିବାର ଦେଖିବାକୁ ମିଳିଥିଲା । ଅଧିକ ପଢନ୍ତୁ...

seller selling fire-crackers-in Jagatsinghpur
ଜିଲ୍ଲାରେ ଖୁଲମ ଖୋଲା ବାଣ ବିକ୍ରି, ପ୍ରଶାସନ ଅସହାୟ

ଜଗତସିଂହପୁର: ଶନିବାର ଜଗତସିଂହପୁର ଜିଲ୍ଲାର ବିଭିନ୍ନ ସ୍ଥାନରେ ଖୁଲମ ଖୋଲା ବାଣ ବିକ୍ରି ହେଉଥିବାର ଦେଖିବାକୁ ମିଳିଥିଲା । ଖୋଦ ବିଜେପି ଜିଲ୍ଲା ସଭାପତି ସତ୍ୟବ୍ରତ ମହାପାତ୍ରଙ୍କ ମାଲିକାନାରେ ଚାଲୁଥିବା ସପ୍ତାହିକ ହାଟରେ ବାଣ ବିକ୍ରି ହେଉଥିବା ବେଳେ ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିଲା । ଯାହାକୁ ନେଇ ବ୍ୟବସାୟୀଙ୍କ ମହଲରେ ଅସନ୍ତୋଷ ଦେଖାଦେଇଛି ।

ସପ୍ତାହ ପୂର୍ବରୁ ଜିଲ୍ଲା ପ୍ରଶାସନ ପକ୍ଷରୁ ବାଣ ଫୁଟାଇବା ଉପରେ କଟକଣା ଲାଗୁ କରାଯାଇଥିଲା । ଅନୁମତି ପ୍ରାପ୍ତ ବାଣ ବେବସାୟୀ, ବାଣ ବିକ୍ରି ନ କରିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଥିଲା । କିନ୍ତୁ ଚୋରା ବ୍ୟବସାୟୀ ମାନେ ସରକାରୀ ନିଅମକୁ ଉଲଙ୍ଘନ କରି ଅଧିକ ଦରରେ ବାଣ ବିକ୍ରୀ କରୁଥିଲେ ବି ଏମାନଙ୍କ ପାଖରେ ପ୍ରଶାସନ ଅସହାୟ ହୋଇପଡୁଥିବା ଦେଖିବାକୁ ମିଳିଛି ।

ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର,ଈଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.