ETV Bharat / state

ପାରାଦୀପ ତୈଳ ବିଷୋଧନାଗାର ପରିସରରେ ଲାଗୁ ହେଲା ଧାରା 144 - coronavirus latest news

ଦିନକୁ ଦିନ ରାଜ୍ୟରେ କୋରୋନ ସଂକ୍ରମଣଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲଗିଛି । ଏହାକୁ ଦୃଷ୍ଟିରେ ରଖି ଜଗତସିଂହପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ପାରାଦୀପ ତୈଳ ବିଷୋଧନାଗାର ପରିସରରେ ଧାରା 144 ଲାଗୁ କରା।ଯାଇଛି । ଅଧିକ ପଢନ୍ତୁ...

ପାରାଦୀପ ତୈଳ ବିଷୋଧନାଗାର ପରିସରରେ ଲାଗୁ ହେଲା ଧାରା 144

author img

By

Published : Jul 19, 2020, 3:29 PM IST

ଜଗତସିଂହପୁର: ପାରାଦୀପ ତୈଳ ବିଷୋଧନାଗାର ପରିସରରେ ଧାରା 144 ଲାଗୁ କରାଗଲା । ଏ ନେଇ ସୂଚନା ଦେଇଛନ୍ତି ଜଗତସିଂହପୁର ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର ।

ପାରାଦୀପ ତୈଳ ବିଷୋଧନାଗାର ପରିସରରେ ଲାଗୁ ହେଲା ଧାରା 144

ଦିନକୁ ଦିନ ରାଜ୍ୟରେ କୋରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲଗିଛି । କ୍ରମାଗତ ଭାବେ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାବେଳେ ଲୋକମାନେ ମଧ୍ୟ କୋରୋନା କଟକଣାକୁ ଅମାନ୍ୟ କରୁଥିବାରୁ ପାରାଦ୍ବୀପ ତୈଳ ବିଶୋଧନାଗାର ପରିସର ଓ ଏହାର ଆଖପାଖ ଅଞ୍ଚଳରେ ରବିବାର ଜଗତସିଂହପୁର ଜିଲା ପ୍ରଶାସନ ପକ୍ଷରୁ ୧୪୪ ଧାରା ଜାରି କରାଯାଇଛି । ଏହା ଅନିର୍ଦ୍ଧିଷ୍ଠ କାଳ ପର୍ଯ୍ୟନ୍ତ ବଳବତ୍ତର ରହିବ । ସେହିପରି ପାରାଦୀପରେ ଥିବା ଏଲ୍ ଆଣ୍ଡ ଟି କମ୍ପାନିର ୨ଟି କଲୋନି ଆଭୟଚାନ୍ଦପୁର କଲୋନି ଓ ବଗଦିଆ ଠାରେ ଥିବା ଏଲ୍ ଆଣ୍ଡ ଟି କଲୋନୀ ୧୪୪ ଧାରା ଜାରି କରିଛି ପ୍ରଶାସନ ।

ସ୍ଥାନୀୟ ଲୋକେ କୋରୋନା କଟକଣା ମାନୁ ନ ଥିବାରୁ ପ୍ରଶାସନ ବାଧ୍ୟହୋଇ ଏହି ପଦକ୍ଷେପ ନେଇଥିବା ଜିଲ୍ଲାପାଳ କହିଛନ୍ତି । ରଜ୍ୟ ସରକାରଙ୍କର କୋଭିଡ ଗାଇଡଲାଇନ ପାଳନ କରିବା ପାଇଁ ଜିଲ୍ଲାପାଳ ଜିଲ୍ଲାବାସୀଙ୍କୁ ଅନୁରୋଧ କରିଛନ୍ତି ।

ଜଗତସିଂହପୁରରୁ ସୁଶାନ୍ତ ପାତ୍ର,ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.