ETV Bharat / state

ସ୍କୁଟିକୁ ଧକ୍କା ଦେଲା ଟ୍ରକ, ଯୁବତୀ ଗୁରୁତର

author img

By

Published : Jan 14, 2020, 1:29 AM IST

ଜଗତସିଂହପୁରରେ ସ୍କୁଟିକୁ ଧକ୍କା ଦେଲା ଟ୍ରକ । ଜଣେ ଯୁବତୀ ଗୁରୁତର । ଟ୍ରକ ଚାଳକ ଗିରଫ । ଅଧିକ ପଢ଼ନ୍ତୁ...

road accident in jagatsinghpur, 1 severely injured, road accident, ସ୍କୁଟିକୁ ଧକ୍କା ଦେଲା ଟ୍ରକ, ଯୁବତୀ ଗୁରୁତର
ସ୍କୁଟିକୁ ଧକ୍କା ଦେଲା ଟ୍ରକ, ଯୁବତୀ ଗୁରୁତର

ଜଗତସିଂହପୁର: ସହରର ରସ୍ମିହଲ ନିକଟରେ ଏକ ଟ୍ରକ ଦୁର୍ଘଟଣାରେ 3ଜଣ ଯୁବତୀ ଗୁରୁତର ହୋଇଛନ୍ତି । ସୂଚନା ମୁତାବକ, ସୋମବାର ସନ୍ଧ୍ୟାରେ ଏକ ସ୍କୁଟି ଯୋଗେଁ 3ଜଣ ଯୁବତୀ କଟକ ଆଡୁ ଆସୁଥିବା ବେଳେ ପଛପଟୁ ଏକ ଟ୍ରକ ଧକ୍କା ଦେଇଥିଲା ଫଳରେ 2 ଜଣ ଯୁବତୀ ଛିଟିକି ପଡିଥିବାବେଳେ ଅନ୍ୟଜଣେ ଯୁବତୀଙ୍କ ପେଟ ଉପରେ ଟ୍ରକଟି ମାଡି ଯାଇଥିଲା।

ସ୍କୁଟିକୁ ଧକ୍କା ଦେଲା ଟ୍ରକ, ଯୁବତୀ ଗୁରୁତର

ଘଟଣା ଘଟିବାପରେ ଲୋକେ ଆହତ ଯୁବତୀଙ୍କୁ ଜଗତସିଂହପୁର ଡାକ୍ତର ଖାନାରେ ଭର୍ତ୍ତି କରିଥିଲେ। ପେଟ ଉପରେ ମାଡି ଯାଇଥିବା ଯୁବତୀଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଛି। ଟ୍ରକ ଡ୍ରାଇଭରକୁ ଲୋକେ କାବୁକରି ନିସ୍ତୁକ ପିଟିବା ପରେ ପୋଲିସ ଖବର ପାଇ ଟ୍ରକ ଜବତ କରିବା ସହ ଡ୍ରାଇଭରକୁ ଗିରଫ କରଛି। ଆହତ ଯୁବତୀମାନେ ଶୁଭଲଖ୍ମୀ ଦତ୍ତ, ଲିଜାରଣୀ ରାଉତ ଓ ମଧୁସ୍ମିତା ପରିଜା ବୋଲି ଜଣାପଡିଛି ।

ଜଗତସିଂହପୁରରୁ ସୁଶାନ୍ତ ପାତ୍ର, ଇଟିଭି ଭାରତ

Intro:ଜଗତସିଂହପୁର ସହରର ରସ୍ମିହଲ୍ ନିକଟରେ ଏକ ଟ୍ରକ୍ ଦୂର୍ଘଟଣାରେ ୩ ଜଣ ଯୁବତୀ ଗୁରୁତର ହୋଇଛନ୍ତି। ସୂଚନା ମୁତାବକ ଆଜି ସନ୍ଧ୍ୟାରେ ଏକ ସ୍କୁୁଟିଯୋଗେ କଟକ ଆଡକୁ ଆସୁଥିବା ବେଳେ ପଛପଟୁ ଏକ ଟ୍ରକ ଧକ୍କା ଦେଇଥିଲା।ଫଳରେ ୨ ଜଣ ଯୁବତୀ ଛିଟିକି ପଡିଥିବା ବେଳେ ଅନ୍ୟଜଣେ ଯୁବତୀ ଙ୍କ ପେଟଉପରେ ଟ୍ରକ୍ ଟି ମାଡିଯାଇଥିଲା।ଘଟଣା ଘଟିବାପରେ ଲେକେ ଆହତ ଯୁବତୀ ଙ୍କୁ ଜଗତସିଂହପୁର ଡାକ୍ତର ଖାନାରେ ଭର୍ତି କରିଥିଲେ। ପେଟଉପରେ ମାଡି ଯାଇଥିବା ଯୁବତୀ ଙ୍କ ଅବସ୍ଥା ଗୁରୁତର ହେବାରୁ ତଙ୍କୁ କଟକ ରେଫର୍ କରାଯାଇଛି। ଟ୍ରକ୍ ଡ୍ରାଇଭର କୁ ଲୋକେ କାବୁକରି ନିସ୍ତୁକ ପିଟିବାପରେ ପୋଲିସ ଖବର ପାଇ ଟ୍ରକ ଯବତ କରିବା ସହ ଡ୍ରଇଭରକୁ ଗିରଫ କରଛି। ଆହତ ଯୁବତୀ ମାନେ ହେଲେ ସୁଭଲଖ୍ମୀ ଦତ୍ତ, ଲିଜାରଣୀ ରାଉତ ଓ ମଧୂସ୍ମିତା ପରିଜା।Body:Formant AVO Conclusion:Report Susanta patra Jagatsinghpur
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.