ETV Bharat / state

ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ରାଷ୍ଟ୍ରୀୟ ମଜଦୂର କଂଗ୍ରେସର ସ୍ମାରକ ପତ୍ର - Rashtriya Mazdoor Sangh

7ଦଫା ଦାବି ସମ୍ବଳିତ ଏକ ସ୍ମାରକ ପତ୍ର ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରିଛି ରାଷ୍ଟ୍ରୀୟ ମଜଦୂର କଂଗ୍ରେସ । ଅଧିକ ପଢନ୍ତୁ..

ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ରାଷ୍ଟ୍ରୀୟ ମଜଦୂର କଂଗ୍ରେସର  ସ୍ମାରକ ପତ୍ର

author img

By

Published : Jan 18, 2021, 9:13 PM IST

ଜଗତସିଂହପୁର: ରାଷ୍ଟ୍ରୀୟ ମଜଦୂର କଂଗ୍ରେସ ପକ୍ଷରୁ 7ଦଫା ଦାବି ସମ୍ବଳିତ ଏକ ସ୍ମାରକ ପତ୍ର ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରାଯାଇଛି। ମଜଦୂର ସଂଘ ଅଭିଯୋଗ କରିଛି ଯେ ସମ୍ପ୍ରତି କୋଭିଡ-19 ଯୋଗୁଁ ସାରା ରାଜ୍ୟରେ ଏକ ଅସ୍ଵାଭାବିକ ପରିସ୍ଥିତି ସୃଷ୍ଟି ହୋଇଛି।

ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ରାଷ୍ଟ୍ରୀୟ ମଜଦୂର କଂଗ୍ରେସର  ସ୍ମାରକ ପତ୍ର
ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ରାଷ୍ଟ୍ରୀୟ ମଜଦୂର କଂଗ୍ରେସର ସ୍ମାରକ ପତ୍ର
ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ରାଷ୍ଟ୍ରୀୟ ମଜଦୂର କଂଗ୍ରେସର  ସ୍ମାରକ ପତ୍ର
ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ରାଷ୍ଟ୍ରୀୟ ମଜଦୂର କଂଗ୍ରେସର ସ୍ମାରକ ପତ୍ର

ରାଜ୍ୟରେ 11 ହଜାରରୁ ଉର୍ଦ୍ଧ୍ବ ଶ୍ରମିକ ରୋଜଗାର ହରାଇଛନ୍ତି। କୋଭିଡ ସମୟରେ କାର୍ଯ୍ୟ କରିଥିବା ହଜାର ହଜାର ସ୍ବାସ୍ଥ୍ୟ ସହାୟିକା, ନର୍ସ, ଏଏନଏମ କର୍ମଚାରୀଙ୍କୁ ସରକାର ଚାକିରୀରୁ ବହିଷ୍କାର, ଚାଷୀ ଆନ୍ଦୋଳନ, ସମଗ୍ର ଦେଶକୁ ପ୍ରଭାବିତ କରିଛି। ରାଜ୍ୟ ଓ କେନ୍ଦ୍ର ସରକାର ତୁରନ୍ତ ବେକାର ଯୁବକ ଯୁବତୀଙ୍କୁ ମାସିକ 6 ହଜାର ଟଙ୍କା ଭତ୍ତା, ଶ୍ରମିକ ବିରୋଧୀ ଲେବର କୋର୍ଡ ଆଇନ ପ୍ରତ୍ୟାହାର, ରାଜ୍ୟର ସମସ୍ତଙ୍କୁ ମାଗଣା କୋଭିଡ ଟିକା, ଘରୋଇ କ୍ଷେତ୍ରରେ ରେ ସ୍ଥାନୀୟ ଯୁବକଯୁବତୀଙ୍କ ପାଇଁ 80 ପ୍ରତିଶତ ସଂରକ୍ଷଣ ଆଦି ଦାବି ନେଇ ଜିଲ୍ଲାପାଳଙ୍କ ମାଧ୍ୟମରେ ଦାବିପତ୍ର ପ୍ରଦାନ କରିଛି ସଂଘ। ଏଥିରେ ସଭାପତି ବିପ୍ଳବ ଚୌଧୁରୀ,ପ୍ରଦୀପ୍ତ ସାହୁ, ସେକ ସହିମ ପ୍ରମୁଖ ଉପସ୍ଥିତ ଥିଲେ।

ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.