ETV Bharat / state

ପାନବରଜ ନଷ୍ଟ କରୁଥିବା ଅଦ୍ଭୁଦ ଜନ୍ତୁ ଉଦ୍ଧାର

ପାନବରଜ ନଷ୍ଟ କରୁଥିବାବେଳେ ଫାସ ବସାଇ ଏକ ବିରଳ ଜନ୍ତୁଟିକୁ କାବୁ କରିଛନ୍ତି ଗାଁ ଲୋକ । ଅଧିକ ପଢନ୍ତୁ...

author img

By

Published : Jul 9, 2021, 10:14 AM IST

ପାନବରଜ ନଷ୍ଟ କରୁଥିବା ଅଦ୍ଭୁଦ ଜନ୍ତୁ ଉଦ୍ଧାର
ପାନବରଜ ନଷ୍ଟ କରୁଥିବା ଅଦ୍ଭୁଦ ଜନ୍ତୁ ଉଦ୍ଧାର

ଜଗତସିଂହପୁର: ଜିଲ୍ଲା ଏରସମା ତହସିଲ ଅନ୍ତର୍ଗତ ମାହାଳ ଗ୍ରାମରେ ଏକ ଅଦ୍ଭୁଦ ଜନ୍ତୁ ଉଦ୍ଧାର । ପାନବରଜ ନଷ୍ଟ କରୁଥିବାବେଳେ ଜନ୍ତୁଟିକୁ କାବୁ କରିଛନ୍ତି ଗାଁ ଲୋକ । ଦିର୍ଘ ଦିନ ହେବ ଅଭୟଚାନ୍ଦ ପୁର ଥାନା ମାହାଳ ଗ୍ରାମରେ ଏହି ଜନ୍ତୁ ମାଟି ଖୋଳି ପାନବରଜ ଗୁଡିକୁ ନଷ୍ଟ କରି ଆସୁଥିଲା ।

ପାନବରଜ ନଷ୍ଟ କରୁଥିବା ଅଦ୍ଭୁଦ ଜନ୍ତୁ ଉଦ୍ଧାର

ବନବରଜ ନଷ୍ଟ ହେବାରୁ ଅତିଷ୍ଠ ହୋଇପଡିଥିଲେ ଚାଷୀ । ଜନ୍ତୁଟିକୁ କାବୁ କରିବାକୁ ପାନବରଜରେ ଫାସ ବସାଇଥିଲେ ଚାଷୀ । ଗୁରୁବାର ସକାଳୁ ଫାସରେ ଏହି ଅଦ୍ଭୁଦ ଜୀବଟିକୁ କାବୁ କରାଯାଇଛି । ଜନ୍ତୁଟି ଏକ ବିରଳ ପ୍ରଜାତିର ହୋଇବା ଦେଖିବାକୁ ମିଳିଛି ।

ଜନ୍ତୁଟିକୁ ନିକଟସ୍ତ ଜଙ୍ଗଲେ ଛାଡି ଦିଆଯାଇଥିବା ଜଣାପଡିଛି । ଆଗକୁ କିଛି ଉପାୟ ନ କଲେ ଜନ୍ତୁଟି ପାନବରଜ ନଷ୍ଟ କରିବା ନେଇ ଆଶଙ୍କା କରିଛନ୍ତି ଚାଷୀ ।

ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.