ETV Bharat / state

ଗୋରେଖନାଥଙ୍କ ପୀଠରେ ପୂଜକ-ପ୍ରଶାସନ ମୁହାଁମୁହିଁ

author img

By

Published : Jan 8, 2020, 3:50 AM IST

ଜଗତସିଂହପୁର ଗୋରେଖନାଥ ପୀଠରେ ବନ୍ଦ ରହିଛି ପ୍ରସାଦ ସେବା । ସେବାୟତ ଓ ମନ୍ଦିର ପ୍ରସାଶନ ବିବାଦ ଯୋଗୁ ମାନସିକ ଭୋଗ ବନ୍ଦ ରହିବା ସହିତ ରୋଷଘରେ ତାଲା ପଡିଛି । ଏହାକୁ ବିରୋଧ କରି ପୂଜକ ଓ ତାଙ୍କ ପରିବାର ମନ୍ଦିର ସାମ୍ନାରେ ଧାରଣାରେ ବସିଛନ୍ତି । ଅଧିକ ପଢନ୍ତୁ...

ଗୋରେଖନାଥଙ୍କ ପୀଠରେ ପୂଜକ ପ୍ରଶାସନ ମୁହାଁମୁହିଁ
ଗୋରେଖନାଥଙ୍କ ପୀଠରେ ପୂଜକ ପ୍ରଶାସନ ମୁହାଁମୁହିଁ

ଜଗତସିଂହପୁର: ନୂଆବର୍ଷରୁ ଜଗତସିଂହପୁର ଗୋରେଖନାଥ ପୀଠରେ ବନ୍ଦ ରହିଛି ପ୍ରସାଦ ସେବା । ସେବାୟତ ଓ ମନ୍ଦିର ପ୍ରସାଶନ ବିବାଦ ଯୋଗୁ ମାନସିକ ଭୋଗ ବନ୍ଦ ରହିବା ସହିତ ରୋଷଘରେ ତାଲା ପଡିଛି ।

ଗୋରେଖନାଥଙ୍କ ପୀଠରେ ପୂଜକ ପ୍ରଶାସନ ମୁହାଁମୁହିଁ

ତେବେ ପୂର୍ବରୁ ଗୋରେଖନାଥ ମନ୍ଦିରକୁ ଆସୁଥିବା ଶ୍ରଦ୍ଧାଳୁଙ୍କ ପାଇଁ ଅନ୍ନଭୋଗ ପୂଜକମାନେ ରନ୍ଧନ କରି ବିକ୍ରୟ କରୁଥିଲେ । କିନ୍ତୁ ମନ୍ଦିର ପ୍ରଶାସନ ଏହାକୁ ଅନୁମତି ଦେଇନଥିଲା । ଯାହାକୁ ନେଇ ଦିର୍ଘ ଦୁଇଦିନ ହେବ ପୂଜକ ଓ ପ୍ରଶାସନ ମଧ୍ୟରେ ବିବାଦ ଲାଗି ରହିଛି।

ଏହାକୁ ବିରୋଧ କରି ପୂଜକ ଓ ତାଙ୍କ ପରିବାର ମନ୍ଦିର ସାମ୍ନାରେ ଧାରଣାରେ ବସିଛନ୍ତି । ମଙ୍ଗଳବାର ଜଗତସିଂହପୁର ଉପଜିଲ୍ଲାପାଳ ଧାରଣା ଦେଇଥିବା ପୂଜକଙ୍କ ସହିତ ଆଲୋଚନା କରିଥିଲେ । ମନ୍ଦିର ପ୍ରଶାସନ କହିଛି ଯେ 3 ଲକ୍ଷ ଟଙ୍କାର ଅମାନତ ରାଶି ରଖି ଅନୁମତି ନେଇ ପୂଜକମାନେ ପ୍ରସାଦ ବିକ୍ରୟ କରିପାରିବେ କିନ୍ତୁ ପୂଜକମାନେ ଏହାକୁ ଘୋର ବିରୋଧ କରିଛନ୍ତି । ଏନେଇ ମନ୍ଦିର ପ୍ରସାଶନ ଓ ପୂଜକ ମାନଙ୍କ ମଧ୍ୟରେ ଆଲୋଚନା ଜାରି ରହିଛି ।

ଜଗତସିଂହପୁରରୁ ଶୁସାନ୍ତ ପାତ୍ର, ଇଟିଭି ଭାରତ

Intro:ନୂଆବର୍ଷରୁ ଜଗତସିଂହପୁର ଗୋରେଖନାଥ ପୀଠରେ ବନ୍ଦ ରହିଛି ପ୍ରସାଦ ସେବା । ସେବାୟତ ଓ ମନ୍ଦିର ପ୍ରସାଶନ ବିବାଦ ଯୋଗୁ ମାନସିକ ଭୋଗ ବନ୍ଦ ରହିବା ସହିତ ରୋଷଘରେ ତାଲା ପଡିଛି । ପୂର୍ବରୁ ଗୋରେଖନାଥ ମନ୍ଦିରକୁ ଆସୁଥିବା ଶ୍ରଧାଳୁ ମାନଙ୍କ ପାଇଁ ଅନ୍ନଭୋଗ ପୂଜକ ମାନେ ରନ୍ଧନ କରି ବିକ୍ରୟ କରୁଥିଲେ । କିନ୍ତୁ ମନ୍ଦିର ପ୍ରଶାସନ ଏହାକୁ ଅନୁମତି ଦେଇ ନଥିଲା।
ଯାହାକୁ ନେଇ ଦିର୍ଘ ଦୁଇଦିନ ହେବ ପୂଜକ ଓ ପ୍ରଶାସନ ମଧ୍ୟରେ ବିବାଦ ଲାଗି ରହିଛି।ଏହାକୁ ବିରୋଧ କରି ପୂଜକ ଓ ତାଙ୍କ ପରିବାର ମନ୍ଦିର ସାମ୍ନାରେ ଧାରଣାରେ ବସିଛନ୍ତି। ଆଜି ଜଗତସିଂହପୁର ଉପଜିଲାପାଳ ଆଜି ଧାରଣା ଦେଇଥିବା ପୂଜକ ମାନଙ୍କ ସହିତ ଆଲୋଚନା କରିଛନ୍ତି।ମନ୍ଦିର ପ୍ରଶାସନ କହିଛି ଯେ ୩ ଲଖ୍ୟଟଙ୍କାର ଅମାନତ ରାଷି ରଖି ଅନୁମତିନେଇ ପୂଜକମାନେ ପ୍ରସାଦ ବିକ୍ରୟ କରିପାରିବେ କିନ୍ତୁ ପୂଜକମାନେ ଏହାକୁ ଘୋର ବିରୋଧ କରିଛନ୍ତି। ମନ୍ଦିର ପ୍ରସାଶନ ଓ ପୂଜକ ମାନଙ୍କ ମଧ୍ୟରେ ଆଲୋଚନା ଜାରୀ ରହିଛି।Body:Formant AVO Conclusion:Report Susanta patra Jagatsinghpur
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.