ETV Bharat / state

ଜଗତସିଂହପୁର ଆଜିଠୁ +2 ଇ-ଆଡିମିଶନ ଆରମ୍ଭ - students

ଜଗତସିଂହପୁର ଜିଲ୍ଲାରେ ଆଜିଠୁ ଆରମ୍ଭ ହେଲା ଯୁକ୍ତ2 ଇ-ଆଡିମିଶନ ।

ଫଟୋ ସୌଜନ୍ୟ:ସମ୍ବାଦଦାତା, ଜଗସିଂହପୁର
author img

By

Published : Jun 7, 2019, 10:28 AM IST

ଜଗତସିଂହପୁର: ଜଗତସିଂହପୁର ଜିଲ୍ଲାରେ ଆଜିଠୁ ଆରମ୍ଭ ହେଲା ଯୁକ୍ତ2 ଇ-ଆଡିମିଶନ । ଏହାକୁ ନେଇ ଛାତ୍ରଛାତ୍ରୀ ଓ ଅଭିଭାବକ ମହଲରେ ଉତ୍ସାହ ଦେଖାଦେଇଛି । ଚଳିତ ବର୍ଷ ଜିଲ୍ଲାରେ ମାଟ୍ରିକ ପରୀକ୍ଷାରେ ମୋଟେ 12ହଜାର 476ଜଣ ପିଲା କୃତକାର୍ଯ୍ୟ ହୋଇଛନ୍ତି । ସେମାନଙ୍କ ମଧ୍ୟରେ 6 ହଜାର 498ଜଣ ଛାତ୍ରୀ ରହିଛନ୍ତି ।

ଭିଡିଓ ସୌଜନ୍ୟ:ସମ୍ବାଦଦାତା, ଜଗସିଂହପୁର

ଶୁକ୍ରବାର ଯୁକ୍ତ 2 ଇ-ଆଡିମିଶନ ପାଇଁ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ଜିଲ୍ଲାରେ ଇ-ଆଡିମିଶନ ପ୍ରକ୍ରିୟା ଆରମ୍ଭ ହୋଇଛି । ପ୍ରଥମ ଦିନରେ ମୋଟ 6 ପ୍ରତିଶତ ଛାତ୍ରଛାତ୍ରୀ ଆଡିମିଶନ ହୋଇଥିବା ଜଣାପଡିଛି । ଶୁକ୍ରବାର ଠାରୁ ବିଭିନ୍ନ ସାଇବର କ୍ୟାଫେରେ ପିଲା ଓ ଅଭିଭାବକମାନଙ୍କର ଗହଳି ଦେଖିବାକୁ ମିଳୁଛି ।

ଜଗସିଂହପୁରରୁ ସୁଶାନ୍ତ ପାତ୍ର, ଇଟିଭି ଭାରତ

Intro:ଜଗତସିଂହପୁର ଜିଲ୍ଲାର ଆଜିଠୁ ଆରମ୍ଭ ହୋଇଛି ଯୁକ୍ତ2 E ଅଡିମିଶନ.ଏହାକୁ ନେଇ ଛାତ୍ର ଛାତ୍ରୀ ଓ ଅଭିଭାବକ ମହଲରେ ଉତ୍ସାହ ସୃଷ୍ଟି ହୋଇଛି। ଜିଲାର ମାଟ୍ରିକ ପରୀକ୍ଷା ରେ ମୋଟେ 12476 ପିଲା କୃତ କାର୍ଯ୍ୟ ହୋଇଥିବାବେଳେ ଏମାନଙ୍କ ମଧ୍ୟରୁ ଛାତ୍ରୀ ଙ୍କ ସଂଖ୍ୟା6498 ରହିଥିଲା। ମୋଟ 80:47 ପ୍ରତିଶତ ପିଲା ଜିଲାରେ କୃତକାର୍ଯ୍ୟ ହୋଇଛନ୍ତି। +2 E ଅଡିମିଶନ ପାଇଁ ଆଜି ବିଭାଗ ପକ୍ଷରୁ ବିଂଜ୍ଞପ୍ତି ପ୍ରକାଶ ପାଇବା ପରେ ଜିଲାରେ E ଅଡିମିଶନ ଆରମ୍ଭ ହୋଇଛି। ଆଜି ପ୍ରଥମ ଦିନରେ ମୋଟେ 6ପ୍ରତିଶତ ଅଡିମିଶନ ହୋଇଥିବା ଜଣାପଡିଛି। ଆଜିଠାରୁ ବିଭିନ୍ନ ସାଇବର କ୍ୟାଫ ରେ ପିଲା ଓ ଅଭିଭାବକ ମାନଙ୍କର ଗହଳି ଜମାଥିବା ଦେଖିବାକୁ ମିଳୁଛି।

Body:jagatsinghapur

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.