ETV Bharat / state

ଜଗତସିଂହପୁରରେ ଜିଲ୍ଲାସ୍ତରୀୟ ପଞ୍ଚାୟତରାଜ ଦିବସ ପାଳିତ

author img

By

Published : Mar 5, 2020, 2:15 PM IST

ବିଜୁବାବୁଙ୍କ ଆଜି ଜନ୍ମ ଜୟନ୍ତୀ । ପଞ୍ଚାୟତ ରାଜ ଦିବସ ଆସିଲେ ଏହି କଥା ସାମ୍ନାକୁ ଆସିବା ସହ ମନେପଡନ୍ତି ପ୍ରବାଦ ପୁରୁଷ। ଅଧିକ ଖବର ପଢନ୍ତୁ...

panchayata raj diwas
ଜଗତସିଂହପୁରରେ ଜିଲ୍ଲା ସ୍ତରିୟ ପଞ୍ଚାୟତରାଜ ଦିବସ ପାଳିତ

ଜଗତସିଂହପୁର: ଜିଲ୍ଲାସ୍ତରୀୟ ପଞ୍ଚାୟତରାଜ ଦିବସ ସ୍ଥାନୀୟ ସଂସ୍କୃତି ଭବନ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର, ଜିଲା ପ୍ରକଳ୍ପ ନିର୍ଦ୍ଦେଶକ ସରୋଜକାନ୍ତ ମହାନ୍ତି, ଜିଲ୍ଲାପରିଷଦ ଉପାଧକ୍ଷ୍ୟ ଲିଙ୍ଗରାଜ ସ୍ବାଇଁ ପ୍ରମୁଖ ଯୋଗ ଦେଇ ପଞ୍ଚାୟତରାଜ ଦିବସ ଉପରେ ଆଲୋକପାତ କରିଥିଲେ ।

ପଞ୍ଚାୟତରାଜ ଦିବସ ଆସିଲେ ପ୍ରବାଦ ପୁରୁଷ ବିଜୁବାବୁଙ୍କ କଥା ସାମ୍ନାକୁ ଆସେ। ପଞ୍ଚାୟତରାଜର ପରିକଳ୍ପନା ବିଜୁବାବୁ କରିଥିବା ବକ୍ତାମାନେ ମତବ୍ୟକ କରିଥିଲେ।

ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.