ETV Bharat / state

ନିରାଡ଼ମ୍ବର ଭାବେ ପଣା ସଂକ୍ରାନ୍ତି ପାଳିତ

author img

By

Published : Apr 13, 2020, 6:54 PM IST

ନିରାଡ଼ମ୍ବର ଭାବେ ପଣା ସଂକ୍ରାନ୍ତି ପର୍ବ ଅନୁଷ୍ଠିତ । ସାମାଜିକ ଦୂରତ୍ବ ରଖି ପୂଜା କଲେ ଲୋକେ । ଅଧିକ ପଢନ୍ତୁ...

Pana Sankranti festival is held in jagatsinghpur district
ନିରାଡ଼ମ୍ବର ଭାବେ ପଣା ସଂକ୍ରାନ୍ତି ପର୍ବ ଅନୁଷ୍ଠିତ

ଜଗତସିଂହପୁର: ଲକ ଡାଉନ ଯୋଗୁଁ ପଣା ସଂକ୍ରାନ୍ତି ଫିକା ପଡି ଯାଇଛି । ଘର ଅଗଣରେ ଥିବା ବୃନ୍ଦାବତୀଙ୍କୁ ଜଳ ଦାନ କରି ନିରାଡମ୍ବର ଭାବେ ପାଳନ କରାଯାଇଛି । ସହର ହେଉ ବା ଗାଁ ସବୁଠି ତୁଳସୀ ଚଉରା ମୂଳରେ ଲୋକେ ଠେକି ବସାଇ ଜଳଦାନ କରି ବୃନ୍ଦାବତୀଙ୍କୁ ପୂଜା କରିଥିଲେ । ନିଜ ଘରେ ଲୋକେ ବୁଟ ଚୁନା ପ୍ରସ୍ତୁତ କରି ମା ବୃନ୍ଦାବତୀଙ୍କ ଉଦ୍ଦେଶ୍ୟରେ ନୈବେଦ୍ୟ ଅର୍ପଣ କରିଥିଲେ ।

ଲକ ଡାଉନ ଯୋଗୁ ଜଗତସିଂହପୁର ଜିଲ୍ଲାରେ ପଣା ସଂକ୍ରାନ୍ତି ପର୍ବ ଫିକା ପଡ଼ିଥିଲେ ବି ପରମ୍ପରା ବଜାୟ ରଖିଥିଲେ ଲୋକେ । ସାମାଜିକ ଦୂରତ୍ବ ବଜାୟୀ ରଖି ପୂଜାର୍ଚ୍ଚନା କରୁଥିବା ଦେଖିବାକୁ ମିଳିଛି ।

ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.