ETV Bharat / state

‘ସାମ୍ବାଦିକଙ୍କୁ ଆକ୍ରମଣ ପ୍ରସଙ୍ଗରେ ଆଖି ବୁଜି ବସିଛନ୍ତି ସରକାର’

ସାମ୍ବାଦିକଙ୍କ ସହ ଦୁର୍ବ୍ୟବହାରକୁ ରାଜ୍ୟ ସାରା ବିରୋଧ କରାଯାଉଛି । ତେବେ ଏହି ଘଟଣାରେ ରାଜ୍ୟ ସରକାର ଆଖି ବୁଜି ଦେଇଛନ୍ତି ବୋଲି ମତ ରଖିଛନ୍ତି ସାଧାରଣ ଜନତା ।

author img

By

Published : Jul 20, 2019, 10:28 PM IST

ଫଟୋ ସୌଜନ୍ୟ: ପ୍ରତିନିଧି, ଜଗତସିଂହପୁର

ଜଗତସିଂହପୁର: ସାରା ରାଜ୍ୟରେ ସାମ୍ବାଦିକଙ୍କ ଉପରେ ହେଉଥିବା ଆକ୍ରମଣ ଓ ଦୁର୍ବ୍ୟବହାର ଘଟଣାକୁ ଜିଲ୍ଲାର ବୁଦ୍ଧିଜୀବୀ ମହଲରେ ତୀବ୍ର ନିନ୍ଦା ହୋଇଛି । ଗଣତନ୍ତ୍ରକୁ ସୁଦୃଢ କରୁଥିବା ଓ ଜାଗ୍ରତ ପହରୀ ଭାବରେ କାର୍ଯ୍ୟ କରୁଥିବା ସାମ୍ବାଦିକଙ୍କ ପ୍ରତି ଏଭଳି ଆଚରଣ ଶୋଭନୀୟ ନୁହେଁ ବୋଲି ବୁଦ୍ଧିଜୀବୀ ଉଦବେଗ ପ୍ରକାଶ କରିଛନ୍ତି ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଜଗତସିଂହପୁର

କାର୍ଯ୍ୟରତ ସାମ୍ବାଦିକମାନେ ବିଭିନ୍ନ ସମୟରେ ଆକ୍ରମଣର ଶିକାର ହେଉଛନ୍ତି । ଏପରିକି ରିପୋର୍ଟିଙ୍ଗ ସମୟରେ ସାମ୍ବାଦିକଙ୍କ ଉପରେ ହେଉଥିବା ଆକ୍ରମଣରେ ସେମାନଙ୍କ ମୃତ୍ୟୁ ହେଉଛି । ଏହାକୁ ନେଇ ଜାତିସଂଘ ମଧ୍ୟ ଉଦବେଗ ପ୍ରକାଶ କରିଥିଲା । କିଛି ରାଜ୍ୟ ଏନେଇ ଆଇନ ପ୍ରଣୟନ କରିଥିଲେ ମଧ୍ୟ ରାଜ୍ୟ ସରକାର ଏଥିପ୍ରତି ଆଖି ବୁଜି ଦେଇଛନ୍ତି ବୋଲି ମତ ରଖିଛନ୍ତି ସାଧାରଣ ଜନତା ।

ଜଗତସିଂହପୁରରୁ ସୁଶାନ୍ତ ପାତ୍ର, ଇଟିଭି ଭାରତ

Intro:ଜଗତସିଂହପୁର, ସାରାରାଜ୍ୟ ରେ ସାମ୍ବାଦିକଙ୍କ ଉପରେ ହେଉଥିବା ଆକ୍ରମଣ ଓ ଦ୍ରୁବେବହାର ଘଟଣା କୁ ଜଗତସିଂହପୁର ଜିଲ୍ଲାରେ ବୁଦ୍ଧି ଜୀବି ମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଗଣତନ୍ତ୍ର କୁ ସୁଦୃଢ କରୁଥିବା ଓ ଜାଗ୍ରତ ପହରୀ ଭାବରେ କାର୍ଯ୍ୟ କରୁଥିବା ସାମ୍ବାଦିକ ମାନଙ୍କ ପ୍ରତି ଏଭଳି ଆଚରଣ ଶୋଭନୀୟ ନୁହେଁ ବୋଲି ବୁଦ୍ଧିଜୀବି ଉଦବେଗ ପ୍ରକାଶ କରିଛନ୍ତି।ସାରା ପୃଥିବୀରେ ସାମ୍ବାଦିକତା ଏକ ବିପଦ ପୃନକ୍ଷେତ୍ର ରେ ପରିଣତ ହୋଇଛି।କାର୍ଯ୍ୟ କରୁଥିବା ସାମ୍ବାଦିକ ମନେ ବିଭିନ୍ନ ସମୟ ରେ ଆକ୍ରମଣ ର ଶିକାର ହେଉଛନ୍ତି। ଏପରିକି ରିପୋଟିଂ ସମୟର ରେ ଆକ୍ରମଣ କାରି ଙ୍କ ଆକ୍ରମଣ ରେ ସେମାନଙ୍କ ମୃତ୍ୟୁ ହେଉଛି। ଏହାକୁ ନେଇ ଜାତିସଂଘ ମଧ୍ୟ ଉଦବେଗ ପ୍ରକାଶ କରିଥିଲେ। କିନ୍ତୁ ଏହାକୁ ନେଇ ଦେଶର କିଛି ରାଜ୍ୟ ଆଇନି ପ୍ରଣୟନ କରିଥିଲେ ବି ରାଜ୍ୟ ସରକାର ଏଥିପ୍ରତି ଆଖି ବୁଜି ଦେଇଛନ୍ତି। ବାରମ୍ବାର କାର୍ଯ୍ୟରତ ସାମ୍ବାଦିକ ଙ୍କୁ ଆକ୍ରମଣ କରାଯାଉଥିଲେ ବି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନାହିଁ, ଏହା କୁ ନେଇ ବୁଦ୍ଧି ଯିବି ଙ୍କ ମହଲ ରେ ଉଦବେଗ ପ୍ରକାଶ ପାଇଛି। ଆଜି ସ୍ୱତପ୍ରବୁତ ଭାବରେ ସାଧାରଣ ଲୋକେ ଏହାକୁ ବିରୋଧ କରିଛନ୍ତି।

Body:byt_ଯୁଝିଷ୍ଟିର ମିଶ୍ର, ବରିଷ୍ଠ ଆଇନଜୀବୀ, ଜିଲା ସଭାପତି ବାର ଆସୋସିଏସନ, ଜଗତସିଂହପୁର
byt,_ନିରଂଜନ ବାରିକ ବରିଷ୍ଠ ସାମ୍ବାଦିକ ଜଗତସିଂହପୁର
byt_ଲାଲ ବିକ୍ରମ କେଶରୀ ରାୟ, ବୁଦ୍ଧିଜୀବି

Conclusion:jagatsinghpur
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.