ETV Bharat / state

ଏରସମା ବ୍ଲକର ନୂଆଗାଁ ପଞ୍ଚାୟତକୁ 72 ଘଣ୍ଟା ପାଇଁ ସଟଡାଉନ - ଏରସମା ବ୍ଲକର ନୂଆଗାଁ ପଞ୍ଚାୟତକୁ 72 ଘଣ୍ଟା ପାଇଁ ସଟଡାଉନ

କୋରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଏରସମା ବ୍ଲକ ନୂଆଗାଁ ପଂଚାୟତକୁ ସ୍ଥାନୀୟ ସରପଞ୍ଚ 72 ଘଣ୍ଟା ପାଇଁ ସଟଡାଉନ ଘୋଷଣା କରିଛନ୍ତି। ଅଧିକ ପଢନ୍ତୁ...

ଏରସମା ବ୍ଲକର ନୂଆଗାଁ ପଞ୍ଚାୟତକୁ 72 ଘଣ୍ଟା ପାଇଁ ସଟଡାଉନ

author img

By

Published : Jul 27, 2020, 11:00 PM IST

ଜଗତସିଂହପୁର: ଜିଲ୍ଲାର ଏରସମା ବ୍ଲକରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଜିଲ୍ଲାରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା 634 ଥିବାବେଳେ ସେମାନଙ୍କ ମଧ୍ୟରୁ ସର୍ବାଧିକ ଏରସମା ବ୍ଲକରୁ ଚିହ୍ନଟ କରାଯାଇଛି। ଏହି ବ୍ଲକରୁ କୋରୋନାରେ ଜଣଙ୍କର ମୃତ୍ୟୁ ମଧ୍ୟ ହୋଇସାରିଛି। ଯାହାକୁ ନେଇ ଜିଲ୍ଲା ପ୍ରଶାସନ ଓ ସ୍ବାସ୍ଥ୍ୟ ବିଭାଗ ଏହି ଅଞ୍ଚଳ ଉପରେ ନଜର ରଖିଥିବା ବିଭାଗ ପକ୍ଷରୁ କୁହାଯାଇଛି।

ଏରସମା ବ୍ଲକର ନୂଆଗାଁ ପଞ୍ଚାୟତକୁ 72 ଘଣ୍ଟା ପାଇଁ ସଟଡାଉନ

ତେବେ ସୋମବାର କୋରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଏରସମା ବ୍ଲକ ନୂଆଗାଁ ପଂଚାୟତକୁ ସ୍ଥାନୀୟ ସରପଞ୍ଚ 72 ଘଣ୍ଟା ପାଇଁ ସଟଡାଉନ ଘୋଷଣା କରିଛନ୍ତି। ଏହି ପଞ୍ଚାୟତରୁ ଏକାଧିକ କୋରୋନା ପଜିଟିଭ ଚିହ୍ନଟ ହେବାପରେ ସରପଞ୍ଚ ଏହି ପଦକ୍ଷେପ ଗ୍ରହଣ କରିଥିବା ସୂଚନା ମିଳିଛି ।

ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.