ETV Bharat / state

ନର୍ସ ନିହାରୀକା ହତ୍ୟାକାଣ୍ଡର ପର୍ଦ୍ଦାଫାସ, ପ୍ରେମିକ ହିଁ ହତ୍ୟାକାରୀ

author img

By

Published : Sep 21, 2019, 7:22 PM IST

Updated : Sep 22, 2019, 9:04 AM IST

ନର୍ସ ନିହାରୀକା ମର୍ଡର ମିଷ୍ଟ୍ରି ଉପରୁ ହଟିଲା ପରଦା । ପ୍ରେମିକ ରାଜା ହିଁ କରିଥିଲା ହତ୍ୟା । ଏନେଇ ସ୍ପଷ୍ଟ କରିଛନ୍ତି ଜଗତସିଂହପୁର ଏସପି ।

ଡିଜାଇନ ଫଟୋ

ଜଗତସିଂହପୁର: ଖୋଲିଲା ନର୍ସ ନିହାରୀକା ହତ୍ୟା ମାମଲାର ଗୁମର । ପ୍ରେମିକ ରାଜା ହିଁ ହତ୍ୟାକାରୀ । ସ୍ପଷ୍ଟ କଲା ପୋଲିସ । ସଂଘବଦ୍ଧ ଭାବେ ନୁହେଁ ଏକାକୀ ରାଜା ହିଁ କରିଛି ହତ୍ୟା । ଏନେଇ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଜଗତସିଂହପୁର ଏସପି ।

ପୋଲିସର କହିବା ଅନୁଯାୟୀ, ଅଭିଯୁକ୍ତ କିଶୋର ଆଞ୍ଚଲ ନିହାରୀକାଙ୍କୁ ଦୀର୍ଘ 5 ବର୍ଷ ହେବ ଭଲ ପାଉଥିଲା । ନିହାରୀକା ନର୍ସ ଭାବେ କାମ କରୁଥିବା ବେଳେ ଅଭିଯୁକ୍ତ କିଛି କାମ କରୁନଥିଲା । ଯାହାକୁ ନେଇ ଉଭୟଙ୍କ ମଧ୍ୟରେ ଝଗଡା ଲାଗି ରହୁଥିଲା । ଏପରିକି ପ୍ରେମିକ ରାଜା ଅନ୍ୟତ୍ର ବିବାହ ପାଇଁ ମାଟ୍ରିମୋନି ସାଇଟରେ ଯୋଗାଯୋଗ ମଧ୍ୟ କରିଥିଲା ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଜଗତସିଂହପୁର

ତେବେ ଘଟଣା ଦିନ ଅର୍ଥାତ୍ 8.09.2019 ଦିନ ବୁଲିବାକୁ କହି ଡାକିଥିଲା । କଟକ ଚାଉଳିଆଗଞ୍ଜ ସ୍ଥିତ ନିଜ ସାଙ୍ଗ ସୁନିଲ ଘରକୁ ବୁଲିବାକୁ ନେଇଥିଲା । ସେଠାରେ ତଣ୍ଟି ଚିପି ହତ୍ୟା କରିବା ପରେ ମୃତଦେହକୁ ଏକ ଅଖାରେ ଭର୍ତ୍ତି କରି ବିଲୁଆଖାଇ ନଦୀରେ ଫୋପାଡି ଦେଇଥିଲା । ପୁରାଘଟଣା ସିସିଟିଭିରେ କଏଦ ହୋଇଥିବା ସୂଚନା ଦେଇଛନ୍ତି ଏସପି । ତେବେ ଅଭିଯୁକ୍ତ କିଶୋର ଆଞ୍ଚଲ ଓରଫ ରାଜା ନିକଟରୁ ମୋବାଇଲ ଓ ବାଇକ ଜବତ କରିଛି ।

ସୂଚନା ଅନୁସାରେ, ଗତ 17 ତାରିଖରେ ବିଲୁଆଖାଇ ନଦୀ ପଠାରୁ ନିହାରୀକାଙ୍କ ମୃତଦେହ ଉଦ୍ଧାର ହୋଇଥିଲା । ଯାହାକୁ ନେଇ ସମଗ୍ର ରାଜ୍ୟରେ ଆଲୋଡନ ସୃଷ୍ଟି ହୋଇଥିଲା । କିଏ ? କାହିଁକି ନିହାରୀକାଙ୍କୁ ହତ୍ୟା କଲା ? ସେନେଇ ସୃଷ୍ଟି ହୋଇଥିଲା ପ୍ରଶ୍ନର ପାହାଡ । ଶେଷରେ ଦୀର୍ଘ ଦିନର ଲୁଚକାଳୀ ଖେଳ ପରେ ସତ୍ୟ ସାମ୍ନାକୁ ଆସିଛି ।

ଜଗତସିଂହପୁରରୁ ସୁଶାନ୍ତ ପାତ୍ର, ଇଟିଭି ଭାରତ

Intro:ଜଗତସିଂହପୁର ବହୁ ଚର୍ଚ୍ଚିତ ନିହାରିକା ହତ୍ୟା ମାମଲା ର ପର୍ଦା ଫସ କରିଛି। ଜଗତସିଂହପୁର ପୋଲିସ ହତ୍ୟା କରି ନିଜେ କିଶୋର ଅଞ୍ଚଳ ଓରଫ ରାଜା

Body:ଜଗତସିଂହପୁର

Conclusion:ଜଗତସିଂହପୁର
Last Updated : Sep 22, 2019, 9:04 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.