ETV Bharat / state

ନର୍ସ ନିହାରୀକା ହତ୍ୟା ଘଟଣା, ଜେଲ ଗଲା ରାଜା

author img

By

Published : Sep 21, 2019, 11:24 PM IST

ଆଳିପିଙ୍ଗଳ ସବ୍ ଜେଲକୁ ଗଲା ନର୍ସ ନିହାରୀକା ହତ୍ୟାକାଣ୍ଡ ଅଭିଯୁକ୍ତ ରାଜା । ଅଧିକ ପଢନ୍ତୁ....

ଫାଇଲ ଫଟୋ

ଜଗତସିଂହପୁର: ଜେଲ ଗଲା ନର୍ସ ନିହାରୀକା ହତ୍ୟାକାଣ୍ଡର ଅଭିଯୁକ୍ତ କିଶୋର ଆଞ୍ଚଲ ଓରଫ ରାଜା । ଜାମିନ ନା ମଞ୍ଜୁର ହେବାରୁ ତାକୁ ଜେଲକୁ ପଠାଇଛନ୍ତି କୋର୍ଟ ।

ଗିରଫ ପରେ ଅଭିଯୁକ୍ତକୁ ଜଗତସିଂହପୁର ଏସଡିଜେଏମ କୋର୍ଟରେ ହାଜର କରିଥିଲା ପୋଲିସ । ହେଲେ ଜାମିନ ନାମଞ୍ଜୁର ହେବାରୁ ତାକୁ ଆଳି ପିଙ୍ଗଳ ସବ୍‌ଜେଲକୁ ପଠାଇ ଦିଆଯାଇଛି । ଅନ୍ୟପଟେ ରାଜାକୁ ରିମାଣ୍ଡରେ ନେବା ପାଇଁ ସୋମବାର କୋର୍ଟରେ ଆବେଦନ କରିବ ବିରିଡି ପୋଲିସ ।

ଜଗତସିଂହପୁରରୁ ସୁଶାନ୍ତ ପାତ୍ର, ଇଟିଭି ଭାରତ

Intro:*ରେଳ ଲାଇନ ସମ୍ରସାରଣ ସମୟରେ ଦୁର୍ଘଟଣା*
କଳାହାଣ୍ଡି ଜିଲ୍ଲା କେସିଙ୍ଗା ଠାରେ ତୃତୀୟ ରେଳ ଲାଇନ ସମ୍ପ୍ରସାରଣ କାମ କରୁଥିବା ସମୟରେ ଦୁର୍ଘଟଣା ରେ ଜଣେ ଗୁରୁତର। Body:ଟିଟିଲାଗଡ- ବିଜୟନଗରମ ତୃତୀୟ ରେଳ ଲାଇନ କାମ କେସିଙ୍ଗା ଷ୍ଟେସନ ନିକଟରେ ଜାରି ରହିଥିଲା। ଏହି ସମୟରେ ୨୨ ହଜାର କେଭି ବିଦ୍ୟୁତ ତାର ସଂସ୍ପର୍ଶ ରେ ଆସି ଝାରଖଣ୍ଡ ରାଜ୍ୟ ର ଶ୍ରମିକ ବୋଜେର ସିଂ ଙ୍କ ଶରୀର ୭୫ ଭାଗ ପୋଡି ଯାଇଥିବା ବେଳେ Conclusion:ଅବସ୍ଥା ସଙ୍କଟାପନ୍ନ ହେବାରୁ ବିଶାଖାପାଟଣା କୁ ସ୍ଥାନାନ୍ତର କରାଯାଇଛି। ତୃତୀୟ ରେଳ ଲାଇନ ର ନିର୍ମାଣ କାମ ଟିଟିଆଇପିଏଲ ନାମକ ଏକ ଠିକା ସଂସ୍ଥା କରୁଥିବା ବେଳେ ଶ୍ରମିକ ମାନଙ୍କ ସୁରକ୍ଷା କୁ ଏଠାରେ ଅଣ ଦେଖା କରାଯାଉଥିବା ଅଭିଯୋଗ ହୋଇଛି। ଏ ଦିଗରେ ରେଳ ବିଭାଗ ଓ ସ୍ଥାନୀୟ ଜିଲ୍ଲା ପ୍ରଶାସନ ଧ୍ୟାନ ଦେବାକୁ ସ୍ତାନୀୟ ଲୋକେ ଦାବି କରିଛନ୍ତି।
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.