ETV Bharat / state

ତିର୍ତ୍ତୋଲ ମୁଳିସିଂ ପଞ୍ଚାୟତକୁ ସରପଞ୍ଚଙ୍କ 72 ଘଣ୍ଟା ସଟଡାଉନ - ସ୍ଥାନୀୟ ସରପଞ୍ଚ

ଜଗତସିଂହପୁର ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ ମୁଳିସିଂ ପଞ୍ଚାୟତକୁ 72 ଘଣ୍ଟିଆ ସଟଡାଉନ ଘୋଷଣା କରିଛନ୍ତି ସ୍ଥାନୀୟ ସରପଞ୍ଚ । ଅଧିକ ପଢନ୍ତୁ...

ତ୍ରିତୋଲ ବ୍ଲକ ମୁଳିସିଂ ପଞ୍ଚାୟତକୁ ସରପଞ୍ଚଙ୍କ 72 ଘଣ୍ଟା ସଡଡାଉନ

author img

By

Published : Jul 6, 2020, 10:37 PM IST

ଜଗତସିଂହପୁର: ଜିଲ୍ଲାର ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ ମୁଳିସିଂ ପଞ୍ଚାୟତକୁ 72 ଘଣ୍ଟିଆ ସଟଡାଉନ ଘୋଷଣା କରିଛନ୍ତି ସ୍ଥାନୀୟ ସରପଞ୍ଚ । ସୋମବାର ଜଗତସିଂହପୁର ଜିଲ୍ଲାରେ 23 ଜଣ କୋରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ମୁଳିସିଂ ପଞ୍ଚାୟତର ଗୋଟିଏ ପରିବାରର 5 ଜଣ ଚିହ୍ନଟ ହୋଇଛନ୍ତି ।

ତ୍ରିତୋଲ ବ୍ଲକ ମୁଳିସିଂ ପଞ୍ଚାୟତକୁ ସରପଞ୍ଚଙ୍କ 72 ଘଣ୍ଟା ସଡଡାଉନ

ଏ ସମସ୍ତେ ପ୍ରବାସୀ ମହାରାଷ୍ଟ୍ର ଓ କର୍ଣ୍ଣାଟକରୁ ଫେରି ପଞ୍ଚାୟତରେ କ୍ବାରେଣ୍ଟାଇନରେ ଥିଲେ । ମାତ୍ର ସେମାନଙ୍କ ରିପୋର୍ଟ ଆସିବା ପୂର୍ବରୁ ସମସ୍ତେ ରବିବାର ସକାଳୁ ନିଜ ଘରକୁ ଚାଲି ଯାଇଥିଲେ । ପରେ ସନ୍ଧ୍ୟାରେ ରିପୋର୍ଟ ଆସିବା ପରେ ସମସ୍ତଙ୍କୁ କୋଭିଡ ହସ୍ପିଟାଲକୁ ପଠାଇ ଦିଆଯାଇଛି ।

ତେବେ ଏହି ସଂକ୍ରମିତ ବ୍ୟକ୍ତି ଘରକୁ ଫେରି ବିଭିନ୍ନ ଲୋକଙ୍କ ସଂଶ୍ପର୍ସରେ ଆସିଥିବା ଆଶଙ୍କା କରି ସ୍ଥାନୀୟ ସରପଞ୍ଚ ଏହି ପଞ୍ଚାୟତକୁ ସଟଡାଉନ ଘୋଷଣା କରିଛନ୍ତି ।

ଜଗତସିଂହପୁରରୁ ସୁଶାନ୍ତ ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.