ETV Bharat / state

ଜଗତସିଂହପୁରରେ ବି ଜଗିଲା ପୋଲିସ, ନିୟମ ଉଲଙ୍ଘନକାରୀ ଗଣିଲେ ଫାଇନ - ଫାଇନ ଆଦାୟ

ଜିଲ୍ଲାରେ ଟ୍ରାଫିକ ନିୟମ କଡାକଡି। ବିନା ହେଲମେଟରେ ଗଲେ ଗଣୁଛନ୍ତି ବଡଧରଣର ତଣ୍ଡ । ମଙ୍ଗଳବାର ପୋଲିସ 1 ଲକ୍ଷ 14 ହଜାର 100 ଟଙ୍କା ଫାଇନ ଆଦାୟ କରିଥିବା ବେଳେ ବୁଧବାର ଜୋରିମାନାର ପରିଣାମ 58 ହଜାର ।

ଡ଼ିଜାଇନ୍ ଫଟୋ
author img

By

Published : Sep 4, 2019, 11:53 PM IST

ଜଗତସିଂହପୁର: ଜିଲ୍ଲାରେ କଡାକଡ଼ା ହୋଇଛି ଟ୍ରାଫିକ ନିୟମ । ନିକଟରେ ଲାଗୁ ହୋଇଥିବା ମୋଟର ଯାନ ଆଇନକୁ ଲାଗୁ କରିବାକୁ ଅଣ୍ଟା ଭିଡିଛି ପୋଲିସ ବିଭାଗ । ଗତକାଲି ଟ୍ରାଫିକ୍ ନିୟମ ଉଲଘଂନ କରିଥିବା 212 ଟି ଗାଡି ଅଟକାଇଛି ପୋଲିସ । ସେମାନଙ୍କଠୁ ଆଦାୟ କରିଛି ମୋଟ 1 ଲକ୍ଷ 14 ହଜାର100 ଟଙ୍କା ।

ଭିଡ଼ିଓ ସୌଜନ୍ଯ: ପ୍ରତିନିଧି, ଭୁବନେଶ୍ବର

ସେହିଭଳି ଜିଲ୍ଲାରେ ଆଜି ମଧ୍ୟ 58 ହଜାର ଟଙ୍କା ଜୋରିମାନା ଆଦାୟ କରାଯାଇଛି । ଜଗତସିଂହପୁର, ବାଲିକୁଦା, ନାଉଗାଁ, ଅଭୟଚାନ୍ଦପୁର, ତିର୍ତ୍ତୋଲ, ବିରିଡ଼ି, କୁଂଜଙ୍ଗ, ଏରସମା, ରଘୁନାଥପୁର ଓ ପାରାଦୀପ ଥାନା ଅଞ୍ଚଳରେ ଟ୍ରାଫିକ ନିୟମକୁ କଡାକଡି କରାଯାଇଛି ।

ଜଗତସିଂହପୁରରୁ ସୁଶାନ୍ତ ପାତ୍ର, ଇଟିଭି ଭାରତ

Intro:ଜଗତସିଂହପୁର ଜିଲ୍ଲାରେ ଟ୍ରାଫିକ ନିଅମ କୁ କଡାକଡି କରାଯାଇଛି।ନିକଟରେ ଲାଗୁ ହୋଇଥିବା 177 MV Act କୁ ଜିଲାରେ କଡାକଡି ଭାବେ ଲାଗୁ କରିବାକୁ ପୋଲିସ ବିଭାଗ ଅଣ୍ଟା ଭିଡିଛି।ଗତକାଲି ଟ୍ରାଫିକ ନିଅମ ଉଲଘଂନ କରିଥିବା ମୋଟ 212 ଟି ଗାଡି କୁ ଧରାଯାଇ ମୋଟ1 ଲକ୍ଷ 14 ହଜାର100 ଟଙ୍କା ଜୋରିମାନା ଆଦାୟ କରାଯାଇଥିବା ବେଳେ ଆଜି ଜିଲାରେ ମୋଟ 58 ହଜାର ଟଙ୍କା ଜୋରିମାନା ଆଦାୟ କରାଯାଇଛି।ଜଗତସିଂହପୁର, ବାଲିକୁଦା, ନାଉଙ୍ଗା, ଅଭୟଚାନ୍ଦପୁର,ପାରାଦୀପ, ତ୍ରିତଲ, ବିରିଡ଼ି, କୁଂଜଙ୍ଗ, ଏରସମା, ରଘୁନାଥପୁର, ଓ ପାରାଦୀପ ଥାନ ଅଂଚଳରେ ଟ୍ରାଫିକ ନିଅମକୁ କଡାକଡି କରାଯିବା ସହ ସକାଳ7ଟା ରୁ ବିଳମ୍ବିତ ରାତ୍ର ପ୍ରଯନ୍ତ ପୋଲିସ ଛକିବସୁଥିବା ଦେଖିବାକୁ ମିଳୁଛି।

Body:ଜଗତସିଂହପୁର
byt_R prakas_SP_jagatsinghpur

Conclusion:ଜଗତସିଂହପୁର
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.