ETV Bharat / state

ଏରସମାରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା 8 ବଖରା ଘର - ଅଗ୍ନିକାଣ୍ଡରେ ଜଳିଗଲା 8 ବଖରା ଘର

ସୋମବାର ଭୋର ସମୟରେ ଜଗତସିଂହପୁର ଏରସମା ଅଞ୍ଚଳରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି । ଅଧିକ ପଢନ୍ତୁ...

Major Fire broke out at Ersama in Jagatsinghpur
ଏରସମାରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା 8 ବଖରା ଘର
author img

By

Published : Dec 14, 2020, 6:54 PM IST

ଜଗତସିଂହପୁର: ଜିଲ୍ଲାର ଏରସମା ବ୍ଲକ ଅନ୍ତର୍ଗତ ଜନକାଦେଇପୁର ପଞ୍ଚାୟତର ନରସିଂହପୁର ଗ୍ରାମରେ ସୋମବାର ଭୋରରୁ ଭୟାବହ ଅଗ୍ନିକାଣ୍ଡ ଘଟିଛି । ଏହି ଅଗ୍ନିକାଣ୍ଡରେ 4ଟି ପରିବାରର ଆଠ ବଖରା ଘର ସଂପୂର୍ଣ୍ଣ ପୋଡି ପାଉଁଶ ହୋଇଯାଇଛି ।

ଏରସମାରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା 8 ବଖରା ଘର

ନରସିଂହପୁର ଗ୍ରାମର ପଦ୍ମ ଚରଣ ପ୍ରଧାନ, ଅଭୟ ପ୍ରଧାନ, ଅକ୍ଷୟ ପ୍ରଧାନ ଓ ବିଜୟ ପ୍ରଧାନଙ୍କ ଘରେ ସୋମବାର ଭୋରରୁ କୌଣସି କାରଣରୁ ନିଆଁ ଲାଗିଯାଇଥିଲା । ଫଳରେ ଲକ୍ଷାଧିକ ଟଙ୍କାର ଆସବାବପତ୍ର ପୋଡି ପାଉଁଶ ହୋଇଯାଇଛି । ନିଆଁ ଲାଗିବାର କାରଣ ଜଣା ପଡିନଥିବାବେଳେ ଖବର ପାଇ ଅଗ୍ନିଶମ ବିଭାଗ ପହଞ୍ଚି ନିଆଁକୁ ଆୟତ୍ତି କରିବା ପୂର୍ବରୁ 8 ବଖରା ଘର ଜଳି ପୋଡି ପାଉଁଶ ହୋଇଯାଇଥିଲା ।

ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.